ନୂଆଦିଲ୍ଲୀ : କୃଷି ନିୟମକୁ ନେଇ ଭାରତ ସାରା କୃଷକ ମାନଙ୍କର ଆନ୍ଦୋଳନ ସମଗ୍ର ଦେଶର ସୀମାକୁ ଉଲଂଘନ କରି ବର୍ତ୍ତମାନ ଅନ୍ୟ ଦେଶରେ ମଧ୍ୟ ମୁଖ୍ୟ ବିଷୟ ହୋଇଛି l ବ୍ରିଟିଶ ସଂସଦରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଚାଷୀ ମାନଙ୍କର ମୁଦା ଉଠିଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଏହି ମାମଲାକୁ ନେଇ ସମ୍ନ୍ୟ ଦ୍ବନ୍ଦରେ ରହିଥିଲେ ଓ କହିଥିଲେ ଏହା ଭାରତ ଓ ପାକିସ୍ତାନର ନିଜସ୍ୱ ମାମଲା l
ବ୍ରିଟେନରେ ଭାରତ ସରକାରଙ୍କ କୃଷି ନିୟମ ବିରୁଦ୍ଧରେ ଚାଷୀ ମାନଙ୍କ ପକ୍ଷରୁ କରାଯାଇଥିବା ବିରୋଧ ପଦର୍ଶନକୁ ନେଇ ଲଗାତାର ଚର୍ଚ୍ଚ ଚାଲିଛି l ଏହି ଅଭିଯାନକୁ ନିରୀକ୍ଷଣ କରୁଥିବା ବ୍ରିଟିଶ ଶିଖ ଲେବର ସାଂସଦ ତନମାନଜିତ ଭାରତୀୟ ଚାଷୀ ମାନଙ୍କ ମୁଦାକୁ ସଂସଦରେ ଉଠାଇଥିଲେ l ଯେତେବେଳେ ବିପକ୍ଷ ସାଂସଦ ଗୃହରେ କହିଥିଲେ ପଞ୍ଜାବ ,କିମ୍ବା ଭାରତର ଅନ୍ୟ ସ୍ଥାନରୁ ଆସିଥିବା ସାଂସଦ ମାନଙ୍କ ସହିତ ମୁଁ ମଧ୍ୟ ଚାଷୀ ମାନଙ୍କର ଶାନ୍ତିପୂର୍ଣ୍ଣା ପଦର୍ଶନକୁ ନେଇ ,ପୋଲିସର ଵାଲା ପ୍ରୟୋଗକୁ ଦେଖି ଭୟବିତ୍ତ ହୋଇଥିଲି l
କିନ୍ତୁ ଏହା ଦେଖିବା ପାଇଁ ଅତ୍ୟନ୍ତ ଚିତାକର୍ଷକ ଥିଲା l ଏହି ଚାଷୀ ମାନେ ସେହି ପୋଲିସ ବାଲାଙ୍କୁ ଖାଦ୍ୟ ଦେଇଛନ୍ତି ଯେଉଁମନଙ୍କୁ ନିର୍ଦେଶ ଦିଆଯାଇଛି ଚାଷୀ ମାନଙ୍କୁ ଦମନ କରିବା ପାଇଁ l ଏହି ଉତ୍ତରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଥିଲେ କଣ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରାଯିବ ଉଚିତ କି l ଆମେ ଆସ କରୁଛୁ ଵ୍ରତାମନ ଚାଲିଥିବା ପରିସ୍ଥିରେ ଯଥା ଶୀଘ୍ର ସମାଧାନ ହୋଇଯିବ l ଏବଂ ଆଶା କରୁଛୁ ଆଃ ଚାଷୀ ମନଙ୍କର ମୌଳିକ ଅଧିକାର ଯେ ସେମ୍ନେ ନିଜା ପାଇଁ ପ୍ରତିବାଦ କରି ପାରିବେ l ବ୍ରିଟେନ ପ୍ରଧାନମନ୍ତ୍ରୀ ସାଂସଦ ମାନଙ୍କର କଥାକୁ ନ ବୁଝି ଭାରତ ପାକିସ୍ତାନର ମାମାଲା କହି ଆଡେଇ ଯାଇଥିବାରୁ ସାଂସଦ ତନମନଜିତ ଆଶ୍ଚର୍ଯ୍ୟ ହୋଇ ଯଇଥିଲେ l