Odisha news

୧୯ ଜଣ ଓଡ଼ିଆ ବୈଜ୍ଞାନିକ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱ ଶ୍ରେଷ୍ଠତ୍ୱରେ ସ୍ଥାନ ପାଇଛନ୍ତି

0

ଭୁବନେଶ୍ୱର : ଓଡ଼ିଶାର ୧୯ ଜଣ ଖ୍ୟାତନାମା ବୈଜ୍ଞାନିକ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱ ଶ୍ରେଷ୍ଠତ୍ୱରେ ସ୍ଥାନ ପାଇଛନ୍ତି ବୋଲି ନିକଟରେ ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିକଟରେ ପ୍ରକାଶ ପାଇଛି । ଏହା ମଧ୍ୟ ପିଏଲ୍ଓଏସ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

୧. ଅଶୋକ କୁମାର ମହାପାତ୍ର, ନିରୋଲୋଜି ଏବଂ ନିରୋସର୍ଜରୀ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ,୨. ଲାଲା ବିହାରୀ ଶୁକ୍ଳା, ମାଇନିଂ ଓ ମେଟାଲର୍ଜି, (ସୋଆ)୩. ପ୍ରଦିପ୍ତ କିଶୋର ଦାସ, ଏନର୍ଜିର୍ , ସୋଆ, ୪. ଦୟାଲ ଆର୍.ପାଢ଼ି, ଆର୍ଟିଫିସିଆଲ ଇଂନ୍ଟିଲିଜେନ୍ସି ଏବଂ ଇମେଜ୍ ପ୍ରେସେସିଙ୍ଗ, ନିଟ୍, ରାଉରକେଲା, ୫. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଏନର୍ଜି, ଆଇଆଇଟି, ଭୁବନେଶ୍ୱର, ୬. ସାନ୍ତନୁ ପରିଆ, କେମିକାଲ ଫିଜିକ୍ସ, ନିଟ୍, ରାଉରକେଲା, ୭. ବଙ୍କିମ ଚନ୍ଦ୍ର ରାଏ, ମେଟେରିଆଲସ୍, ନିଟ୍, ରାଉରକେଲା, ୮. ରାଜକିଶୋର ପରମଗୁରୁ, ମାଇନିଂ ଓ ମେଟାଲର୍ଜି, କେଆଇଆଇଟି (କିଟ୍), ଭୁବନେଶ୍ୱର, ୯. ନିହାରବାଳା ଦେବୀ, ମାଇନିଂ ଓ ମେଟାଲର୍ଜି , ସୋଆ, ଭୁବନେଶ୍ୱର,୧୦. ପ୍ରମୋଦ କୁମାର ସାହୁ, ଫିସେରିଜ, ଆଇସିଏଆର୍ – ସିଆଇଏଫ୍ଏ, ଭୁବନେଶ୍ୱର, ୧୧. ସୁକାନ୍ତ କୁମାର ନାୟକ, ଫିସେରିଜ୍, ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ , ୧୨. ଏସ୍.ସାହା ରାୟ, ନୁମେରୀକାଲ ଓ କମ୍ପୁ୍ୟଟେସନାଲ ମେଥ୍ମେଟିକ୍ସ, ନିଟ୍, ରାଉରକେଲା, ୧୩. ଭି.ଆର. ପେଡ଼ିରେଡ଼ି, ଇନ୍ଅର୍ଗାନିକ ଓ ନ୍ୟୁକ୍ଳିୟର କେମିଷ୍ଟ୍ରି, ଆଇଆଇଟି, ଭୁବନେଶ୍ୱର,୧୪. ସ୍ନେହାଶିଷ ଚକ୍ରବର୍ତି, ଆର୍ଟର୍ିଫିସିଏଲ୍ ଇନ୍ଟେଲିଜେନ୍ସ ଓ ଇମେଜ ପ୍ରୋସେସିଙ୍ଗ୍, ନିଟ୍, ରାଉରକେଲା ,୧୫. ରଞ୍ଜନ ଝା, ଅପ୍ଟୋ୍ରଇଲେକ୍ଟ୍ରୋନିକ୍ସ ଓ ଫୋଟନିକ୍ସ, ଆଇଆଇଟି, ଭୁବନେଶ୍ୱର ,୧୬. କୁଳମଣି ପରିଡ଼ା, ଫିଜିକାଲ କେମିଷ୍ଟ୍ରି, ସୋଆ, ଭୁବନେଶ୍ୱର ,୧୭. ଏସ୍.ଦାସ୍, ବାୟୋଟେକ୍ନୋଲୋଜି, ନିଟ୍, ରାଉରକେଲା ,୧୮. ଆର୍.ଏନ୍.ପି. ଚୌଧୁରି, ଏପ୍ଳାଏଡ଼ ଫିଜିକ୍ସି, ସୋଆ, ଭୁବନେଶ୍ୱର ,୧୯. ଜ୍ଞାନ ଆର. ରାଉତ, ପ୍ଳାଂଟ ବାୟୋଲୋଜି ଓ ବୋଟାନି, ଓଡ଼ିଶା କୃଷୀ ବିଶ୍ୱ ବିଦ୍ୟାଳୟର ଖ୍ୟାତନାମା ବୈଜ୍ଞାନିକ ପ୍ରମୁଖ ଏହି ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ଥରରେ ସ୍ଥାନପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

 

Leave A Reply