ପାକିସ୍ତାନୀ ନାଗରିକ ସୋଏବ ଅହମଦ ଚନ୍ଦ୍ରରେ ଜମି କିଣି ପନିୀଙ୍କୁ ବାହାଘର ସମୟରେ ଉପହାର ଦେଇଛନ୍ତି । ସେ ଉପହାର ଦେଇଥିବା ଚନ୍ଦ୍ର ଜମିକୁ ‘ସି ଅଫ୍ ଭେପର୍’ କୁହାଯାଏ । ଏହାକୁ ଅନ୍ତର୍ରାଷ୍ଟ୍ରୀୟ ଚନ୍ଦ୍ର ଭୂମି ରେଜେଷ୍ଟ୍ରୀରୁ ମାତ୍ର ୪୫ ଡଲାରରେ କିଣିଥିଲେ । ସୋଏବ୍ କହିଛନ୍ତିେ ସ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କଠାରୁ ପ୍ରେରଣା ପାଇ ଚନ୍ଦ୍ରରେ ଜମି କିଣିଥିଲେ । ସୋଏବଙ୍କ ସ୍ତ୍ରୀ ମାଡିହା କହିଛନ୍ତି ସେ ଏକଥା କହିବାବେଳେ ତାଙ୍କ ସାଙ୍ଗମାନେ ବିଶ୍ୱାସ କଲେ ନାହିଁ । ମୁଁ ଡକୁ୍ୟମେଣ୍ଟ ଦେଖାଇବା ପରେ ସେମାନେ ବିଶ୍ୱାସ କଲେ ।