Odisha news

କୁକୁର ଆକୃତିର ଆଳୁ

0

ୟୁକେର ଜଣେ ମାଳୀ ତାଙ୍କ ପୋଷା କୁକୁର ସହ ମେଳ ଖାଉଥିବା ମାଟିଆଳୁ ଅମଳ କରିଛନ୍ତି । ସେ ନିଜ
ବଗିଚାରେ ଘାସ ଉପାଡ଼ିବା ସମୟରେ ପଥର ଭଳି ଏକ ବଡ଼ ଧରଣର ବସ୍ତୁ ଦେଖିଲେ ଯାହା ତାଙ୍କ ୧୩ ବର୍ଷର କୁକୁର ଆମେରିକାନ୍‌ ବୁଲଡଗ୍‌ ସହ ମେଳ ଖାଉଛି । ଆଳୁ ଖୋଳି ଫଟୋ ଉଠାଇ ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ସେୟାର କଲେ । ସେ କୁକୁର ସହିତ ଆଳୁର ଫଟୋକୁ ଫେସ୍‌ବୁକ୍‌ ଗ୍ରୁପ୍‌ ‘ଆଲଟମେଣ୍ଟ୍‌ ବିଗ୍‌ନର୍ସ ୟୁକେ’ରେ ପୋଷ୍ଟ କରିଥିଲେ । ତାଙ୍କ ପରିବାର ଆଳୁକୁ ନ ଖାଇ ରଖିଲେ, ହେଲେ କିଛିଦିନ ପରେ ତାହା ପଚିଗଲା ।

Leave A Reply