Odisha news

ରେଳଧାରଣାରୁ ବୃଦ୍ଧଙ୍କ ଶବ ଉଦ୍ଧାର

0

ସତ୍ୟନଗରରୁ ବାଣୀବିହାର ମଧ୍ୟବ ର୍ି ସ୍ଥାନର ରେଳଧାରଣା ଉପରେ ଜଣେ ବୃଦ୍ଧଙ୍କ ମୃତଦେହକୁ ରେଳବାଇ ପୁଲିସ ଉଦ୍ଧାର କରିଛି । ବୃଦ୍ଧଜଣକ ଟ୍ରେନ ଧକ୍କାରେ ମୃତୁ୍ୟ ବରଣ କରିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନି ।

ବୃଦ୍ଧଙ୍କ ବୟସ ୬୫ବର୍ଷ ହେବ । ପତଳା ଶରୀର । ସୂଚନା ଯୋଗ୍ୟଯେ,ମଙ୍ଗଳବାର ସନ୍ଧ୍ୟାରେ ମୃତଦେହ ରେଳଧାରଣାରେ ପଡିଥିବା ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହ ି ଏକ ଅପମୃତୁ୍ୟ ମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରି ଶବ ସଂରକ୍ଷଣ ଗୃହରେ ସାଇତି ରଖିଛି ।

Leave A Reply