Odisha news

ପାକିସ୍ତାନରେ ଡେଟିଂ ଆପ୍‌ ବ୍ୟାନ୍

0

‌ ପ । କ ି ସ୍ତ । ନ ର ଟେଲିକମ୍‌ ସଂସ୍ଥା ଅନୈତିକ କଣ୍ଟେଣ୍ଟ୍‌ ଦେଖାଇବା ଅଭିଯୋଗରେ ଟିଣ୍ଡର୍‌ ସହିତ ପାଞ୍ଚଟି ଅ ନ ୍‌ ଲ । ଇ ନ ୍‌ ଡେଟିଂ ଓ ଲାଇଭ୍‌ ଷ୍ଟ୍ରିମିଂ ଆପ୍ଲିକେଶନ୍‌ (ଆପ୍‌)କୁ ବ ୍ୟ । ନ ୍‌ କରିଦେଇଛି । ପାକିସ୍ତାନ ଟେଲିକମୁ୍ୟନିକେଶନ୍‌ ଅଥରିଟି (ପିଟିଏ) ଏକ ବୟାନରେ କହିଛି ଅନୁଚିତ୍‌ କଣ୍ଟେଣ୍ଟ୍‌ ହଟାଇବାର ବିକଳ୍ପ ଥିବା ସତ୍ତେ୍ୱ ଟିଣ୍ଡର୍‌, ଗ୍ରିଣ୍ଡର୍‌, ଟ୍ୟାଗ୍‌ଡ, ସ୍କାଉଟ୍‌ ଓ ସେହାଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍ଥାନୀୟ ନିୟମ ଅନୁସାରେ ଡେଟିଂ ସେବା ଓ ଲାଇଭ୍‌ ଷ୍ଟ୍ରିମିଂ କଣ୍ଟେଣ୍ଟ ହଟାଇବାକୁ ଆପ୍‌କୁ କୁହାଯାଇଥିଲା । ହେଲେ ସେମାନେ ଚେତାବନୀକୁ ଅଣଦେଖା କରିଥିଲେ । ଦୁଇ ମାସ ପୂର୍ବରୁ ଲାଇଭ୍‌ ଷ୍ଟ୍ରିମିଂ ଆପ୍‌ ବିଗୋ ଓ ଭିଡିଓ ସେୟାରିଂ ସର୍ଭିସ୍‌ ଟିକ୍‌ଟକ୍‌ ବ୍ୟାନ୍‌ କରାଯାଇଥିଲା ।

Leave A Reply