ପଣ୍ୟ ପରିବହନକୁ ବୃଦ୍ଧି କରିବା ଏବଂ ରେଳ ଭାଗିଦାରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଏହାର ୨୮ଟି ଗୁଡ଼ସ ସେଡକୁ ଆଉଟ ସୋର୍ସ କରାଇବ
√■ ପୂର୍ବତଟ ରେଳପଥ ବିଜନେସ ଡେଭେଲପମେଣ୍ଟ ୟୁନିଟ (ବିଡିୟୁ) ଆଉଟ ସୋର୍ସିଙ୍ଗ ବିଷୟବସ୍ତୁ ଉପରେ ବିଡ ପାରାମିଟର ସ୍ଥିରକରିବା ସମ୍ବନ୍ଧରେ ଏହାର ଗ୍ରାହକ ମାନଙ୍କ ସହିତ ସ୍ପଷ୍ଟୀକରଣ / ଆଲୋଚନା ପାଇଁ ଯୋଗାଯୋଗ କରିଥାଏ |
√■ ବାଣିଜ୍ୟ ଏବଂ ଶିଳ୍ପଗୁଡିକ ଦ୍ୱାରା ସଡକପଥରେ ପରିବହନ କରାଯାଉଥିବା ଦ୍ରବ୍ୟ ଗୁଡିକୁ କିଭଳି ରେଳ ମାଧ୍ୟମରେ ପରିବହନ କରାଯାଇ ପାରିବ ସେଥିପାଇଁ ସଂସ୍ଥା ଗୁଡିକୁ ଆକୃଷ୍ଟ କରାଇବ I
