କୋଣାର୍କ : ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରେ
ପ୍ରାଥମିକ ପଯ୍ୟାୟରେ ସରକାରୀ ଜମିକୁ ଜବରଦଖଲ କରି ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି
ପ୍ରଥମ
ନିର୍ଦ୍ଦେଶକ , ବନବିଭାଗ ,ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ କୋଣାର୍କ ପରିଦର୍ଶନ କରି କୋଣାର୍କ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ର ସ୍ଥିତି ଅନୁଧ୍ୟାନ କରିଥିଲେ । କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ବ୍ରିଜି କଂଷ୍ଟ୍ରସନ କର୍ପୋରେସନ (ଓବିସିସି) ହାତକୁ ନେଇଛି।।ଚଳିତ ମାସ ୬ ତାରିଖରେ (ଓବି