Odisha news

ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ

0
ବୁଗୁଡା ୧୬/୮ ବୁଗୁଡା ନଗର ବିଜେପି ପକ୍ଷରୁ ରବିବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି। ନଗର ବିଜେପି ପକ୍ଷରୁ ନଗର ସଭାପତି ସୂର୍ଯ୍ୟ ନାରାୟଣ ମାହାନ୍ତି ଅଟଳଜୀ ଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ସହ ଧୂପ ଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କୋଭିଡ ନିୟମ ପାଳନ କରି ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ସାହୁ, କେଦାର ମହାରଣା, ଉପସଭାପତି କୈଳାସ ପ୍ରଧାନ, ରବି ଦୋରା,ସରୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ  ଯୋଗଦେଇଥିଲେ।
Leave A Reply