Odisha news

ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ଜ୍ଜର, ଥଣ୍ଡା,କାସକୁ ନେଇ ଅଧିକ ମାନସିକ ଚପଗ୍ରସ୍ତ ହେଲେଣି ଅଞ୍ଚଳବାସୀ

0

ଆର,ଉଦୟଗିରି : ଗଜପତି ଜିଲ୍ଲାରେ ଦିନ କୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ ଏଥିରୁ ବାଦ ପଡିନାହିଁ ଆର,ଉଦୟଗିରି ବ୍ଲକ । ବର୍ତମାନ ସହର ସମେତ ଅଞ୍ଚଳରେ ଥଣ୍ଡା, କାସ, ଜ୍ଜରକୁ ନେଇ ଅଞ୍ଚଳବାସୀ ଅଧିକ ମାନସିକ ଚାପରେ ରହୁଛନ୍ତି । କେମତି ସାଧାରଣ ଚିକିତ୍ସା ମିଳିବ ଏନେଇ ଚିନ୍ତାରେ ସମସ୍ତେ ସରକାର ଏବେ କହୁଛନ୍ତି । ଏହି ପରି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ଜ୍ଜର ଆସିଲେ ପାରାସିଟମୋଲ ଖାଇ ଲୁଚାନ୍ତୁ ନାହିଁ ଏହା ପରବର୍ତୀ ସମୟରେ ଆହୁରି ଭୟଙ୍କର ହେଇପାରେ । ଏପରି ସ୍ଥିତିରେ ସମସ୍ତେ ଚିନ୍ତାରେ ନିଜ ନିଜ ସ୍ବାସ୍ଥ୍ୟକୁ ନେଇ ବ୍ଲକ ସଦର ମହକୁମାରେ ପାଥୋଲୋଜି ଗୁଡିକ ନାହିଁ । ରକ୍ତ ପରୀକ୍ଷା ହେଇପାରେ । ଏପରି ସ୍ଥିତିରେ ସମସ୍ତ ଚିନ୍ତାରେ ନିଜ ନିଜ ସ୍ବାସ୍ଥ୍ୟକୁ ନେଇ । ବ୍ଲକ ସଦର ମହକୁମାରେ ପାଥୋଲୋଜି ଗୁଡିକ ନାହିଁ । ରକ୍ତ ପରୀକ୍ଷା ହେଇପାରୁନି ।  ବର୍ତମାନ ଜ୍ଜର, ତଣ୍ଡା ଓ ଖାସ ହେବା ସ୍ବଭାବିକ । ମୌସୁମୀ ସମୟରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଇଥାଏ । ଏପରି ସ୍ଥତିରେ ଏହି ସବୁ ଲକ୍ଷଣକୁ ନେଇ ସମସ୍ତକୁ କରୋନା ଭୟ । କିଛି ଶିକ୍ଷିତ ସାଧାରଣବର୍ଗ ଗୋଷ୍ଠୀ ଏହାକୁ ନେଇ ବେସ ସଚେତନ ଅଛନ୍ତି  ଏବଂ ଘରେ ରହି ନିଜର ଇମୁନିଟି ବଢେଇବା ପାଇଁ ଚେଷ୍ଟା ବି କରୁଛନ୍ତି । ଅନେକ ଜ୍ଜର ନ ହେବା ପାଇଁ ଆୟୁର୍ବେଦ ମଧ୍ୟ ବ୍ୟବହାର କରୁଛନ୍ତି । ସବୁଠାରୁ ଅଧିକଚିନ୍ତା ସୃଷ୍ଟି କରିଛନ୍ତି। ଗ୍ରାମାଞ୍ଚଳ ସମେତ କିଛି ଅଳପ ପାଠୁଆ ଓ ଅନଗ୍ରସର ଶ୍ରେଣୀ । ରୋଗକୁ ନେଇ ଏମାନେ ବେସ ଚାପଗ୍ରସ୍ତ । କୌଣସି ଜାଗାରେ ଚିକିତ୍ସା ସୁବିଧା ନପାଇ ଏମାନେ ଔଷଧ ଦୋକାନ ଉପରେ ନିର୍ଭରଶିଳ । ବାବୁ ଏୟାହଉଛି ସେୟା ହଉଛି ବୋଲି କହି ଔଷଧ ମାଗୁଛନ୍ତି । କିଛି ଦୋକାନୀ ମାନେ ମଧ୍ୟ ଖାଲି କଣ ହଉଛି ପଚାରୀ ଔଷଧ ଦେଇଦଉଛନ୍ତି ।

ପାଥୋଲୋଜୀ  ର ସୁବିଧା ନଥିବାରୁ ଦେହ ଭିତରେ ମେଲେରିଆ, ଟାଇଫୋଟ ଓ ଏସନଫୁଲିଆ ଆଦି ଟେଷ୍ଟିଙ୍ଗ ହୋଇପାରୁନି । ତେଣୁ ଅଞ୍ଚଳବାସୀଙ୍କ ସମସ୍ୟାକୁ ଓ ଲୋକଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ଡିଏମ୍ ଗଜପତି , ସିଏମଓ ଓଡିଶା ସ୍ବାସ୍ଥ୍ୟ ବିଭାଗ ଧନ୍ୟଦେଇ ଆର,ଉଦୟଗିରି ବ୍ଲକର ପ୍ରତ୍ୟେକ ଘରେ ଘରେ ଜ୍ଜର, ଥଣ୍ଡା , କାଶ, ତଣ୍ଟି ବ୍ୟଥା ଆଦି ଦେଖା ଦେଉଛି ତେଣୁ ସେ ପ୍ରଶାସନକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଘର ଘର ଯାଇ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଦାବି ହେଉଛି । ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଚିକିତ୍ସା ପାଇଁ ଗଲେ ଡାକ୍ତର ଚିକିତ୍ସା କରିବା ବଦରେ ରୋଗୀଙ୍କୁ ଫେରାଦିନ୍ତି ବୋଲି ଅଭିଯୋଗ ହେଉଛି । ସ୍ବାସ୍ଥ୍ୟ କେନ୍ଦ୍ରର ଇନିଚାଜ ପ୍ରତିଦିନ ନିଜର ଗାଡିଧରି ବ୍ରହ୍ମପୁର ଯାତାୟତ କରନ୍ତି । ଗଜପତି ପ୍ରଶାସନ ନିର୍ଦେଶ କୌଣସି ସରକାରୀ ଅଧିକାରୀମାନେ ନିଜ ବ୍ଲକକୁ ନଛାଡି କଡାନିଦେସ ସତେ ଇନିଚାଜ ମେଡେମ କିପରି ପ୍ରତିଦିନ ବ୍ରହ୍ମପୁର ଆର,ଉଦୟଗିରି ହେଉଛନ୍ତି କିପରି ବୋଲି ପ୍ରଶ୍ନ ହେଉଛି ।

Leave A Reply