Odisha news

ଭାରତରେ ରିଲିଜ ହେବ ନାହିଁ ପାକିସ୍ତାନ କଳାକାର ଫଵାଦ ଖାନ ଙ୍କ ଚଳଚିତ୍ର ‘ଅବୀର ଗୁଲାଲ ‘

0

ପହଁଲଗାମ ଆତଙ୍କୀ ଆକ୍ରମଣ ମଧ୍ୟରେ ପାକିସ୍ତାନ ଚଳଚିତ୍ର ଜଗତର ଆଗଧାଡିର କଳାକାର ଫବାଦ ଖାନ, ତାଙ୍କର ଆଗାମୀ ବଲିଉଡ ଚଳଚିତ୍ର ‘ଅବୀର ଗୁଲାଲ ‘ କୁ ଖୁବ ବିରୋଧ ପ୍ରଦର୍ଶନ ଜାରି ରହିଛି, ସୋସିଆଲ ମିଡିଆରେ ଲୋକେ ଚଳଚିତ୍ର କୁ ବ୍ୟାନ କରିବା ପାଇଁ ଦାବି କରୁଛନ୍ତି, ଏହାକୁ ନେଇ ବର୍ତମାନ ସରକାର ବଡ଼ ନିଷ୍ପତି ନେଇଛନ୍ତି, ସରକାର କହିଛନ୍ତି ଯେ ଭାରରେ ଏହି ଚଳଚିତ୍ର ରିଲିଜ ହେବନାହିଁ l

ସୂଚନା ଅନୁସାରେ ବର୍ତମାନ ପ୍ରସାରଣ ମନ୍ତ୍ରଣାଳୟ ଙ୍କ ସୂତ୍ର ଅନୁସାରେ ପାକିସ୍ତାନୀ ଅଭିନେତା ଫବାଦ ଖାନ ଅଭିନୀତ ଚଳଚିତ୍ର ‘ଅବୀର ଗୁଲାଲ ‘ କୁ ଭାରତରେ ରିଲିଜ ହେବ ନାହିଁ l ଆରତୀ ଏସ. ବାଗାଡ଼ି ଙ୍କ ନିର୍ଦେଶିତ ରୋମାଣ୍ଟିକ କମେଡି ଚଳଚିତ୍ର ଅବୀର ଗୁଲାଲ ମଇ 9 ରେ ସିନେମାଘର ରେ ରିଲିଜ ହେବାକୁ ଥିଲା, କିନ୍ତୁ ମଙ୍ଗଳବାର ଦିନ ପହଁଲଗାମ ରେ ଆତଙ୍କବାଦୀ ଆକ୍ରମଣ ରେ ୨୮ ଜଣଙ୍କ ମୃତ୍ୟୁ ପରେ ଭାରତୀୟ ମାନେ ‘ଅବୀର ଗୁଲାଲ ‘ କୁ ବିରୋଧ ହେଉଛି l

Leave A Reply