ଦୁନିଆରେ ପାଖାପାଖି ସମସ୍ତ ଦେଶରେ ମୁସଲମାନ ଧର୍ମ ର କିଛିନା କିଛି ଲୋକ ରହିଛନ୍ତି, ଏବଂ କିଛି ଦେଶରେ ମଧ୍ୟ ଅନ୍ୟ ଧର୍ମର ଲୋକେ ଅଧିକ ଥାନ୍ତି l ଯେବେକି ପାକିସ୍ତାନ, ଇଣ୍ଡୋନେସିଆ ଓ ଆଫଗାନିସ୍ତାନ ଭଳି ଦେଶରେ ମୁସଲମାନ ଙ୍କ ସଂଖ୍ୟା ଅଧିକ ଅଟେ l ୱାର୍ଲଡ ପପୁଲେସନ ୱେବସାଇଟ ର ସୂଚନା ଅନୁସାରେ ଆଫ୍ରିକା ମହାଦେଶ ରେ ଇସ୍ଲାମିକ ରିପବ୍ଲିକ ଅଫ ମାରିଟାନିଆ ନାମକ ଦେଶ ରହିଛି, ଯେଉଁଠି ଜନସଂଖ୍ୟା ୪୭ ଲକ୍ଷରୁ ଅଧିକ ହେବ ଯେବେକି ମୁସଲମାନ ଙ୍କ ଜନସଂଖ୍ୟା ୩୮ ଲକ୍ଷରୁ ଅଧିକ l ସବୁଠୁ ବଡ଼ ମୁସଲିମ ବହୁଳ ରାଷ୍ଟ୍ର ଏହି ଦେଶ ଅଟେ l ପାକିସ୍ତାନ ର ମୁସଲିମ ବହୁଳ ରାଷ୍ଟ୍ର ଭାବରେ ୨୭ ନମ୍ବର ରେ ରହିଛି l
ଆଜି ଆମେ ଜାଣିବା ଦୁନିଆର ସେହି ଦେଶ ବିଷୟରେ ଯେଉଁଠି ମୁସଲମାନ ଆଦୌ ନାହାନ୍ତି l ବିଶେଷ ଭାବରେ ୱାର୍ଲଡ ପପୁଲେସନ ରିଭୁୟୁ ରିପୋର୍ଟ ଅନୁସାରେ ଭାଟିକାନ ସିଟି ଏଭଳି ଗୋଟିଏ ଦେଶ ଅଟେ ଯେଉଁଠି ଜଣେ ବି ମୁସଲମାନ ନାହାନ୍ତି l ଏଠାକାର ଜନସଂଖ୍ୟା ପାଖାପାଖି ୮୦୦ ଅଟେ ଏବଂ ଏଠାରେ ଈସାଈ ଧର୍ମାବଲମ୍ବୀ ଲୋକେ ରହିଛନ୍ତି l ଏହା ଗୋଟିଏ ପବିତ୍ର ସ୍ଥାନ ଅଟେ, ଯାହାକି ଈସାଈ ଧର୍ମର ଲୋକଙ୍କ ପାଇଁ ଖୁବ ପବିତ୍ର ଅଟେ l ଯେପରିକି ମୁସଲମାନ ଲୋକଙ୍କ ପାଇଁ ମକା ଅଟେ ସେହିଭଳି ଈସାଈ ଧର୍ମ ର ଲୋକଙ୍କ ପାଇଁ ଭାଟିକାନ ସିଟି ଅଟେ l
ଭାଟିକାନ ସିଟି ବ୍ୟତୀତ ଶୋଲେମୋନ ଆଇଲ୍ୟାଣ୍ଡ, ମୋନେକୋ , ନିୟୁ, ଫୋରକ ଲ୍ୟାଣ୍ଡ ଆଇଲ୍ୟାଣ୍ଡ, ଟୋକେଲୋ , କୁକ ଆଇଲ୍ୟାଣ୍ଡ, ଗ୍ରୀନ ଲ୍ୟାଣ୍ଡ ଭଳି ଦେଶ ରେ ମଧ୍ୟ ମୁସଲମାନ ଧର୍ମାବଲମ୍ବୀ ଲୋକେ ନାହାନ୍ତି l
ଏବଂ ଦୁନିଆରେ ଏଭଳି କିଛି ଦେଶ ମଧ୍ୟ ରହିଛି ଯେଉଁଠି ମୁସଲମାନ ଅଛନ୍ତି କିନ୍ତୁ ମସଜିଦ ନାହିଁ –
ଦୁନିଆରେ ଏଭଳି ସ୍ଥାନ ମଧ୍ୟ ରହିଛି ଯେଉଁଠି ମୁସଲମାନ ରହିଛନ୍ତି ସତ କିନ୍ତୁ ମସଜିଦ ନାହିଁ l ଏହି ଦେଶ ହେଲା ସ୍ଲୋଭାକିଆ ଓ ଏଷ୍ଟନିୟା , ସ୍ଲୋଭାକିୟା ରେ ୫ହଜାର ମୁସଲମାନ ରହିଥିଲେ ସୁଦ୍ଧା ଏଠାରେ ଗୋଟିଏ ହେଲେ ମସଜିଦ ନାହିଁ l ଏଠାରେ ମସଜିଦ ତିଆରି ହେବା ପାଇଁ ଦାବି କରାଯାଇ ଥିଲା କିନ୍ତୁ ଏଠାକାର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ l ଏହି ଦେଶରେ ଇସ୍ଲାମ କୁ ଅଧିକାରିକ ଭାବରେ ଗୋଟିଏ ଧର୍ମର ସ୍ଥାନ ଦିଆଯାଇ ନାହିଁ l ଏସ୍ଟନିଆଁ ରେ ପାଖାପାଖି ୨ହଜାର ଭିତରେ ମୁସଲମାନ ଙ୍କ ସଂଖ୍ୟା କିନ୍ତୁ ଏଠାରେ ମଧ୍ୟ ମସଜିଦ ନାହିଁ l