Odisha news

ଜ୍ୟୋତିଷ : ଏହି ନମ୍ବର ର ମହିଳାମାନେ ହୋଇ ଥାଆନ୍ତି ରହସ୍ୟମୟୀ

0

ଅଙ୍କ ଜ୍ୟୋତିଷ ଅନୁସାରେ ବ୍ୟକ୍ତିର ଜନ୍ମ ତାରିଖ କୁ ବୁଝାଇଥାଏ l ଏହିଥିରୁ ବ୍ୟକ୍ତିର ସ୍ଵଭାଵ, ପ୍ରକୃତି, ଗୁଣ, ଦୋଷ ଆଦି ବିଷୟରେ ଜଣାପଡି ଥାଏ l ମୁଲ୍ୟାଙ୍କ ଦ୍ୱାରା ଜିବନ ସହିତ ଜଡିତ ଅନେକ କିଛି ଜାଣିହୋଇ ଥାଏ l ଆଜି ଆମେ ମୁଲ୍ୟାଙ୍କ ୮ ବ୍ୟକ୍ତିଙ୍କ ବିଷୟରେ ଜାଣିବା l ମୁଲ୍ୟାଙ୍କ ୮ କହିଲେ ୮ତାରିଖ, ୧୭ ତାରିଖ, ୨୬ ତାରିଖ ରେ ଜନ୍ମିତ ବ୍ୟକ୍ତିଙ୍କୁ ଦର୍ଶାଇ ଥାଏ l

– ଅଙ୍କ ଜ୍ୟୋତିଷ ଅନୁସାରେ ମୁଲ୍ୟାଙ୍କ ୮ ରେ ଜନ୍ମିତ କନ୍ୟା ସବୁଠୁ ଅଧିକ ରହସ୍ୟମୟି ହୋଇ ଥାଆନ୍ତି l ଏମାନଙ୍କୁ ବୁଝିବା ସହଜ ହୋଇ ନଥାଏ l ଏମାନେ ସ୍ୱାମୀଙ୍କ ସହିତ ଖୁବ ନିବିଡ଼ ସମ୍ପର୍କ ରଖି ଥାନ୍ତି l

– ମୁଲ୍ୟାଙ୍କ ୮ ମହିଳାଙ୍କ ମନ ପଢିବା ଖୁବ କଷ୍ଟକର ଅଟେ l ଏମାନଙ୍କ ହସ ପଛପଟେ ରହିଥିବା ଦୁଃଖ କୁ ମଧ୍ୟ ଆପଣ ଜାଣି ପାରିବେ ନାହିଁ l ମନରେ ଅନେକ କଥା ଚାପି ଏହି ମୁଲ୍ୟାଙ୍କର ମହିଳା ମନରେ ରଖି ଥାଆନ୍ତି l

– ୮ ମୁଲ୍ୟାଙ୍କ ଙ୍କ ପ୍ରକୃତି ରହସ୍ୟମୟୀ ହୋଇଥାଏ କାହିଁକି ନା ଏମାନଙ୍କ ସମ୍ବନ୍ଧ ଶନି ଙ୍କ ସହିତ ରହିଥାଏ l ଏମାନେ ସ୍ୱଭାବରେ ଖୁବ ରାଗି ହୋଇ ଥାଆନ୍ତି ଏବଂ ଖୁବ ଛୋଟ ଛୋଟ କଥାରେ ଖୁବ ଶୀଘ୍ର ରାଗି ଯାଇ ଥାଆନ୍ତି l

– ମୁଲ୍ୟାଙ୍କ ୮ ମହିଳା ଖୁବ ଶୀଘ୍ର କ୍ରୋଧ କରିଥିଲେ ସୁଧା ତାହାକୁ ପ୍ରକାଶ କରନ୍ତି ନାହିଁ l ନିଜ ମନ ମଧ୍ୟରେ ଅନେକ କଥା ଚିନ୍ତା କରି ଡେରିରେ ବିସ୍ଫୋଟ କରନ୍ତି l ଯାହାକି ଭାବନା ବାହାରେ ହୋଇଥାଏ l

Leave A Reply