Odisha news

ଅସରନ୍ତି ବର୍ଷା ରେ ବେହାଲ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ

0

ନବରଙ୍ଗପୁର ଜିଲ୍ଲା ରେ ଗତକାଲି ଠାରୁ ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାର ରାଇଘର ବ୍ଲକ ରେ ରାତି ଠୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବ୍ଲକ ର ବୋବେଇ ପଂଚାୟତ ର ଶାନ୍ତିନଗର ଗ୍ରାମ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ଫଳରେ ରାତିସାରା ଲୋକମାନେ ପିଲା ଛୁଆ ଧରି ସରକାରି ସ୍ଥଳ ରେ ଆଶ୍ରୟ ନେଇଛନ୍ତି, ରାତିଠୁ ନ ଖାଇ ଭୋକ ଉପାସରେ ସେମିତି ଅଛନ୍ତି, ବର୍ଷା କୁ ଖାତିର ନ କରି ଟିମ ପହଞ୍ଚିଥିଲା ସେହି ଶାନ୍ତି ନାଗର ଗ୍ରାମ କୁ ଆଉ ଲୋକଙ୍କ ଅସୁବିଧା ସବୁ କଏଦ ହେଲା କେମେରା

Ad2
Leave A Reply