Odisha news

ବାସ୍ତୁ ଶାସ୍ତ୍ରରେ ଏହି ଗୋଟିଏ ଫୁଲ ନିୟମିତ ଘରକୁ ଆଣିବା ଦ୍ୱାରା ବଦଳି ଯାଇଥାଏ ଭାଗ୍ୟ

0
ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ସକାରାତ୍ମକ ଜିନିଷ କୁ ମହତ୍ୱ ଦିଆଯାଇ ଥାଏ l ସେହି ସବୁ ସକାରାତ୍ମକ ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଫୁଲ l ଏମିତିରେ ତ ସମସ୍ତ ଫୁଲ ଖୁବ ଶୁଭ ଅଟେ l କିନ୍ତୁ ବିଶେଷ ଭାବରେ ଏଭଳି ଗୋଟିଏ ଫୁଲ ରହିଛି ଯାହା ବହୁତ ଶୁଭ ଅଟେ , ସେହି ଫୁଲ ଟିର ନାମ ହେଉଛି ଚମ୍ପା l ଚମ୍ପା ଫୁଲ ୫ ପ୍ରକାରର ରହିଛି l ୧ – ସ୍ଵର୍ଣ ଚମ୍ପା , ୨- ନାଗ ଚମ୍ପା , ୩ – କନକ ଚମ୍ପା , ୪ – ସୁଲତାନ ଚମ୍ପା , ୫ – କଟ ହରି ଚମ୍ପା ରହିଛି l ଏହା ଗୋଟିଏ ପରାଗ ବିହୀନ ଫୁଲ , ତେଣୁ ଏଥିରେ ଭ୍ରମର ବସେ ନାହିଁ l
ଚମ୍ପା ଗୋଟିଏ ଏଭଳି ଫୁଲ ଯାହା ୩ ଟି ଗୁଣ ରେ ଭରପୁର ଅଟେ l ରଙ୍ଗ , ରୂପ ଓ ବାସ, କିନ୍ତୁ ଏହି ଫୁଲ ଟିରେ ଗୋଟିଏ ଅବଗୁଣ ରହିଛି ଏହି ଫୁଲ ଟି ନିକଟକୁ ଭ୍ରମର ଆସି ନଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିଦିନ ଚମ୍ପା ଫୁଲ ଆଣି ଗୋଟିଏ ପାଣି ଥିବା ପାତ୍ର ରେ ପକାଇ ରଖନ୍ତୁ , ଏହାର ପ୍ରଭାବ ଜୀବନ ରେ ସକାରାତ୍ମକ ସ୍ଥିତି ଆଣିଥାଏ l
– ଚମ୍ପା ଫୁଲ ଜୀବନ କୁ ସକାରାତ୍ମକ ଭାବନା ରେ ଭରି ଦେଇଥାଏ , ମନ ଖୁସି ରଖିଥାଏ ଓ ଚିନ୍ତା ଦୂର କରିଥାଏ l
– ଚମ୍ପା ଫୁଲ ଜୀବନ ରେ ଉନ୍ନତି ର ମାର୍ଗ ଖୋଲି ଦେଇଥାଏ l ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ଓ ଧନ ର ଆଗମନ ହୋଇଥଏ l
– ଚମ୍ପା ଫୁଲ ସୌଭାଗ୍ୟ ର ପ୍ରତିକ ଅଟେ l ଏହାକୁ ଗୋଟିଏ ଜଳ ପାତ୍ରରେ ରଖିବା ଦ୍ୱାରା ଘରକୁ ଓ ଜୀବନ କୁ ସୁଖ ର ଆଗମନ ହୋଇଥାଏ l
– ବାସ୍ତୁ ଅନୁସାରେ ଚମ୍ପା ଫୁଲ ର ୫ ଟି ପାଖୁଡା ସଚୋଟତା , ବିଶ୍ୱାସ , ଭକ୍ତି , ମହତ୍ୱାକାଂକ୍ଷୀ ଓ ସମର୍ପଣ ର ପ୍ରତିନିଧିତ୍ୱ କରିଥାଏ l
Nalco
Leave A Reply