ରଣପୁର…. ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ଗୋପାଳପୁର ଠାରେ ପ୍ରଥମ ଓଡିଶା ଫାଉଣ୍ଡେସନ ତରଫରୁ ରଣପୁର ବ୍ଲକ ର ବିଭିନ୍ନ ଗ୍ରାମରୁ 20 ଜଣ ଝିଅ ଓ ମହିଳା ଙ୍କୁ ବ୍ୟବସାୟିକ ଖାଦ୍ୟ ପ୍ରସ୍ତୁତି ତାଲିମ ଶିକ୍ଷା ପ୍ରଦାନ କରାଯାଇଛି.. ଏହା ଗତ ଜୁନ 23ତାରିଖ ରୁ ଆରମ୍ଭ କରାଯାଇ 27ତାରିଖ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିଲା ଏହି ଶିକ୍ଷା ତାଲିମ କେନ୍ଦ୍ର କୁ ଗୋପାଳ ପୁର ଜିଲ୍ଲା ପରିଷଦ ପ୍ରାଥୀନି ଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହି ତାଲିମ ଶିବିର ରେ ମହିଳା ମାନଙ୍କୁ ମୋମ ଭେଜ ପନିର ଚିକେନ ମୋମ ର ପ୍ରସ୍ତୁତି ଓ ବ୍ୟବସାୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା ସେହି ଭଳି ଏହି ମା ଓ ଝିଅ ମାନକୁ ପ୍ରଥମ ଓଡିଶା ଫାଉଣ୍ଡେସନ ତରଫରୁ ମାଟ୍ରିକ ପାଠ ପଢା ଯାଇ ପାସ କରାଯାଇଥିଲା