ତାଳଚେର ତା ୦୧/୦୬ ଆଜି ତାଳଚେର ବ୍ଲକ ଠାରେ ନୂତନ ମିଶନଶକ୍ତି ଗୃହର ଶୁଉଦଘାଟନ ଏବଂ ମହିଳାସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମିଶନଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ୍, ସମ୍ମାନୀୟ ଅତିଥିଭାବେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ ପ୍ରଧାନ, ଅନୁଗୋଳ ସଂଯୁକ୍ତକେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଉପାଧ୍ୟକ୍ଷା ଆଂଚଲ ପ୍ରଧାନ, ୧୮ଜୋନ ଜିଲ୍ଳାପରିଷଦ ଅମିୟ ପ୍ରଧାନ, ୧୯ନମ୍ବର ଜୋନ ଜିଲ୍ଳା ପରିଷଦ ବଭୃପ୍ରସାଦ ପତି, ୨୦ ଜିଲ୍ଳାପରିଷଦ ରୀତାରାଣୀ ଦାସ, ୨୧ ଜିଲ୍ଳାପରିଷଦ, ସତ୍ୟଭାମା ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, ଉପାଧ୍ୟ ସୁଶ୍ରି ଶୁଭସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମପଂଚାୟତର ସରପଂଚ ସମିତିସଭ୍ୟ, ସ୍ୱୟଂସହାୟକ ଗୋଷ୍ଠୀର ସମସ୍ତ ମହିଳା, ବିଜୁ ବରିଷ୍ଠ ଯୁବଛାତ୍ର ଓ ମହିଳା ବିଜେଡ଼ି ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତା ଉପସ୍ଥିତ ଥିଲେ ଓ ଏବଂ ବ୍ଲକର ସମସ୍ତ ପଦାଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
