Odisha news

ଆଜିଠାରୁ ଏହି ସବୁ ରାଶି ଉପରେ ରହିବ ଶନି ଦେବ ଙ୍କ କୃପା ଓ ବ୍ୟବସାୟ କ୍ଷେତ୍ରରେ ହେବ ଉନ୍ନତି

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟ ସମୟରେ ଗ୍ରହ ମାନଙ୍କର ରାଶି ପରିବର୍ତନ ଅନେକ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ l ଗ୍ରହ ମାନଙ୍କର ଚଳନ ପ୍ରଭାବ ଦ୍ୱାରା ରାଶି ମାନଙ୍କ ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ର କାରଣ ହୋଇଥାଏ l  ମାର୍ଚ୍ଚ ୧୮ ତାରିଖରେ ଶନି ନିଜ ରାଶି କୁମ୍ଭ ରାଶିରେ ଶକ୍ତିଶାଳୀ ହୋଇ ଭ୍ରମଣ କରିବେ l  ଏହି ସମୟରେ ୪ଟି ରାଶି ଉପରେ ନିଜର କୃପା ବୃଷ୍ଟି କରିବେ l  ଏହି ସମୟରେ ଏହି ୪ଟି ରାଶିରେ ଧନଲାଭ ଓ ଉନ୍ନତି ସମୟ ଖୋଲିଯିବ l

– ମକର ରାଶି – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କର ଏହି ଭ୍ରମଣ ମକର ରାଶି ପାଇଁ ଖୁବ ଫଳପ୍ରଦ ହେବ l ଆଜି ଠାରୁ ମକର ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ରେ ପରିବର୍ତନ ହେବ l  ଏପରି ସ୍ଥିତି ରେ ଆର୍ଥିକ ଭାବରେ ସହଯୋଗ ମିଳିବ l  ଆତ୍ମା ବିଶ୍ୱାସ ବୃଦ୍ଧି ହେବ l  ଶନି ଙ୍କର ଏହି ଭ୍ରମଣ ପରିଶ୍ରମ ର ଫଳ ଦେବ l  ବ୍ୟବସାୟ ରେ ଉନ୍ନତି ହେବ l  ଏହାଛଡା ଆସନ୍ତା ୩ବର୍ଷ ମଧ୍ୟରେ ଏହି ରାଶିର ଖୁବ ଫଳ ଲାଭ କରିବେ l

– କୁମ୍ଭ ରାଶି – ଶନି ଦେବ ନିଜ ରାଶିରେ ଭ୍ରମଣ କରିବାକୁ ଯାଉଛନ୍ତି l  ତେଣୁ କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ସସ ମହାପୁରୁଷ ରାଜ ଯୋଗ ଦେଖା ଦେବ l  ଏହି ସମୟରେ ମାନ ସମ୍ମାନ ଲାଭ ହେବ l  ଦାମ୍ପତ୍ୟ ଜୀବନ ରେ ଅସୁବିଧା ଦେଖାଦେବ , ଶନି ଦେବଙ୍କ କୃପାରୁ ବ୍ୟବସାୟୀ ମାନେ ସଫଳତା ପାଇବେ l କୁମ୍ଭ ରାଶିର ବ୍ୟକ୍ତି ପ୍ରତି ଶନିବାର ଦିନ ଶନି ଚାଲଇଶଆପଥ କରିବେ l

– ତୁଳା ରାଶି – ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ଅନୁକୂଳ ରହିବ l  ଶନି ଆପଣଙ୍କ ଗୋଚର କୁଣ୍ଡଳୀ ରେ ତ୍ରିକୋଣ ରାଜଯୋଗ ଆଜିଠାରୁ ଦେବେ l  ଏପରି ସ୍ଥିତି ରେ ଅଧ୍ୟାତ୍ମ, ବିଚାରକ, ବୈଜ୍ଞାନିକ ମାନଙ୍କ ପାଇଁ ଏହି ସମୟ ଖୁବ ଅନୁକୂଳ ଅଟେ l  ଏହାଛଡା ସେୟାର ମାର୍କେଟ ରେ ପଇସା ଲଗାଇବା ପାଇଁ ଏହି ସମୟ ସମ୍ପୂର୍ଣ ଅନୁକୂଳ l  ପ୍ରେମ ବନ୍ଧନ ରେ ସଫଳତା ଲାଭ କରିବେ l  ଏହି ରାଶିର ବ୍ୟକ୍ତି ପ୍ରତି ଶନିବାର ଦିନ ସନ୍ଧ୍ୟା ସମୟରେ ଶନି ମନ୍ଦିର ରେ ଆଳତି ଦେଖନ୍ତୁ l

Leave A Reply