Odisha news

କରୋନା ର ପୁନର୍ବାର ସଂକ୍ରମଣ ମଧ୍ୟରେ ପୁରୁଷ ମାନଙ୍କ ପାଇଁ ଆସିଲା ଚିନ୍ତା ବଢାଇବା ଭଳି ଖବର , ପୁରୁଷ ଙ୍କ ନିକଟରେ ହ୍ରାସ ପାଉଛି ପ୍ରଜନନ କ୍ଷମତା

0

ଚୀନ ରେ ଦ୍ରୁତ ଗତିରେ ବଢୁଥିବା କରାନା ସଂକ୍ରମଣ ମଧ୍ୟରେ ଭାରତ ପାଇଁ ମଧ୍ୟ ଏହା ଚିନ୍ତାର କାରଣ ହୋଇଛି l କାହିଁକି ନା କୁହାଯାଉଛି ଯେ ଏହି ଭାରୀଏଣ୍ଟ ଭାରତରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପି ପାରେ l  ଏଥି ମଧ୍ୟରେ ପାଟନା , ଦିଲ୍ଲୀ ଓ ଆନ୍ଧ୍ର ର ମଂଗଲଗାରୀ ର ରିସର୍ଚ୍ଚ ଅନୁସାରେ କୁହାଯାଇଛି ଯେ କୋଭିଡ -19 ପୁରୁଷ ମାନଙ୍କ ମଧ୍ୟରେ ସେମାନଙ୍କ ଶୂକ୍ରାଣୁ କ୍ୱାଲିଟିକୁ ପ୍ରଭାବିତ କରୁଛି l ଏହି ଗବେଷଣା ସିମେନ ବିସ୍ଲେସଣ ଓ ସ୍ପର୍ମ କାଉଣ୍ଟ ୭ ଉପରେ ଆଧାରିତ ଥିଲା l  ଏହି ଗବେଷଣା ପାଟନା ଏମ୍ସ ରେ କରୋନା ଚିକିତ୍ସିତ ହେଉଥିବା ୧୯ ରୁ ୪୩ ବର୍ଷ ଆୟୁ ବରଂ ର ୩୦ ଜଣ ପୁରୁଷ ଙ୍କ ମଧ୍ୟରେ ହୋଇଥିଲା l ଏହି ଗବେଷଣା ଅକ୍ଟୋବର ୨୦୨୦ ରୁ ଅପ୍ରେଲ ୨୦୨୧ ମଧ୍ୟରେ ହୋଇଥିବାର ସୂଚନା ରହିଛି l

– ପ୍ରଥମ ଟେଷ୍ଟ କରୋନା ସଂକ୍ରମଣ ତୁରନ୍ତ ପରେ କରାଯାଇ ଥିଲା ,  ଦ୍ଵିତୀୟ ଟେଷ୍ଟ ସଂକ୍ରମଣ ହେବାର ୨ରୁ ତିନିମାସ ପରେ କରାଯାଇ ଥିଲା, ଯେଉଁଥିରେ ସମସ୍ତ ରୋଗୀଙ୍କ ସିମେନ କୁ ଏକାଠି କରାଯାଇ ଥିଲା l  ପ୍ରଥମ ସାମ୍ପଲିଙ୍ଗ ରେ ଏହି ସମେତ ରୋଗୀଙ୍କ ସିମେନ କ୍ୱେଆଲିଟି ଖୁବ ଖରାପ ମିଳିଥିଲା ଓ ଦ୍ଵିତୀୟ ଥର ସାମ୍ପଲ ମଧ୍ୟ ଖୁବ ଖରାପ ମିଳିଥିଲା l

– ଗବେଷଣା ରେ ମିଳିଥିଲା ୧୦ ସପ୍ତାହ ପରେ ୩୦ ରୁ ୪୦ ପ୍ରତିଶତ ପୁରୁଷ ଙ୍କ ମଧ୍ୟରେ ସ୍ପର୍ମ କାଉଣ୍ଟ କମ ଥିଲା l  ୪୦ ପ୍ରତିଶତ ପୁରୁଷ ଙ୍କ ମଧ୍ୟରେ ୧୦ ପ୍ରତିଶତ ପୁରୁଷ ଙ୍କ ମଧ୍ୟରେ ଏହି ସମସ୍ୟା ୧୦ ସପ୍ତାହ ପରେ ମଧ୍ୟ ଦେଖିବାକୁ ମିଳିଥିଲା l  ପାଟନା ଏମ୍ସ ରେ ଚିକିତ୍ସିତ ହେଉଥିବା ୩୩ ପ୍ରତିଶତ ରୋଗୀ ଙ୍କ ନିକଟରେ ପ୍ରଥମ ସାମ୍ପଲିଂ ପରେ ସିମନ ଭଲ୍ୟୁମସମାନ୍ୟ ରୁ ମଧ୍ୟ କମ ମିଳିଥିଲା l

– ଏହି ଗବେଷଣା ଦ୍ୱାରା ଜଣା ପଡିଥିଲା ଯେ ଏହି ବ୍ୟକ୍ତି ମାନଙ୍କର ଚିକିତ୍ସା ସେତେବେଳ ପର୍ଯ୍ୟନ୍ତ ଜାରି ରଖିବା ଅରୁରୀ ଯେତେବେଳ ପର୍ଯ୍ୟନ୍ତ ଏହି ବ୍ୟକ୍ତିଙ୍କ ସିମେନ କ୍ୱାଲିଟି ଗୋଟିଏ ବିଶେଷ ସ୍ତରକୁ ଯାଇ ନାହିଁ l  ତେଣୁ କୋଭିଡ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ନିକଟରେ ଦେଖା ଯାଉଥିବା ଏଭଳି ସମସ୍ୟା ଚିନ୍ତାର କାରଣ ହୋଇ ଥିବା କାରଣରୁ ପୁରୁଷ ମାନଙ୍କ ନିକଟରେ ପ୍ରଜନନ କ୍ଷମତା ବାଧା ସୃଷ୍ଟି ହେବାରେ ବୃଦ୍ଧି ପାଉଛି l ତେଣୁ ଏଥିପାଇଁ ଚିକିତ୍ସା ଜାରି ରଖିବା ଆବଶ୍ୟକ l

– ଯଦି କେହି IVF ମାଧ୍ୟମ ଦ୍ୱାରା ଗର୍ଭ ଧାରଣ କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ପୁରୁଷ ମାନଙ୍କ ସିମନ ର ଗୁଣବତ୍ତା ଯାଞ୍ଚ କରିବା ନିହାତି ଆବଶ୍ୟକ l  ଏହାଛଡା ସେଥିପାଇଁ ବିଶେଷ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଜରୁରୀ l

Leave A Reply