Odisha news

ଜମନକିରା; ବାବା ମୁକ୍ତେଶ୍ଵର ମନ୍ଦିରରେ ୧୧ ହଜାର ୧ଶତ ୧୧ଦୀପ ପ୍ରଜ୍ବଳନ କଲେ ଶ୍ରଦ୍ଧାଳୁ

0

ଜମନକିରା,୭/୧୧: ଜମନକିରା ବ୍ଲକରେ ଥିବା ପ୍ରସିଦ୍ଧ ଶୈବ ପୀଠରେ ବାବା ମୁକ୍ତେଶ୍ଵର ଧାମରେ ଆଜି କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ୧୧ ହଜାର ୧ଶତ ୧୧ଦୀପ ପ୍ରଜ୍ବଳନ କରାଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଅପରାହ୍ନରେ ଏକତ୍ରିତ ହୋଇ ଦ୍ଵୀପ ପ୍ରଜ୍ବଳନ କରିଥିଲେ। ଏଥିପାଇଁ ବାବା ମୁକ୍ତେଶ୍ଵର ଧାମ ପରିଚାଳନା କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା। ରାତ୍ରରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

Leave A Reply