କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର : କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡଵା ପଂଚାୟତ ରେ ଥିବା ସାରା ଗ୍ରାମରେ କାଶୀନଗର ଥାନା ପୋଲିସ ଦ୍ୱାରା ଅଚାନକ ଧରପଗଡ କରି ଦୁଇଟି ଜୁଆ ଆଡ୍ଡାରୁ ବାର ଜଣଙ୍କୁ ଅଟକ ରଖି ଖେଳ ସ୍ଥାନରୁ ଦୁଇଟି ପକେଟ ତାସ ଓ ଚଉଦ ହଜାର ନଅ ଶହ ଟଙ୍କା ଜବତ କରିଛନ୍ତି. କାଶୀନଗର ଥାନାରେ ଜୁଆ ଖେଳ ଆଇନ ଧାରା 41/ପ୍ରକାରେ 138/22 ଓ 139/22ରେ ଦୁଇଟି ପୃଥକ ପୃଥକ ମକଦ୍ଧମା କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି l