Odisha news

କୋଣାର୍କ ବସ ଦୁର୍ଘଟଣା ଗସ୍ତ

0

କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ରିପୋର୍ଟ : କୋଣାର୍କ ବସ ଗୁଣୁପୁର ଠାରୁ ବ୍ରହ୍ମପୁର ସବୁ ଦିନ ସକାଳ ଗୁଣୁପୁର ରୁ ସକାଳ 6 ଘଣ୍ଟା ରୁ ବାହାରି ଦିନ 12 ଘଣ୍ଟା ସମୟରେ ବ୍ରହ୍ମପୁର ଠାରେ ପହଁଞ୍ଚେ l କିନ୍ତୁ ଆଜି ବ୍ରହ୍ମପୁର ଠାରୁ କୋଣାର୍କ ବସ ଗୁଣୁପୁର ଅଭିମୁଖେ ବାହାରି ଜାତୀୟ ରାଜପଥ ରଣ୍ଡl ଠାରେ ଏକ ଅୟେଲ ଟେଙ୍କର ସହ ଧକ୍କା ହୋଇ ଥିବା ସୁଚନା l

 

Leave A Reply