ଭଞ୍ଜନଗର–ଭଞ୍ଜନଗର: ଖାଉଟି ଆଇନଜୀବୀ ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶଳIକୁ ଭଞ୍ଜନଗର ବରିଷ୍ଟ ଆଇନଜୀବି ତଥା ଘୁମୁସର ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶ୍ରୀ ସୋମନIଥ ନାୟକ ଉଦ୍ଘାଘାଟନ କରିଥିଲେ ଗ୍ରାମାଞ୍ଚଳ ଶତକଡା ୯୫ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନୁହନ୍ତି ଚେଷ୍ଟା କଲେ କେଉଁଠି କରିବେ ଟେଲିକମ କମ୍ପାନୀ ସୁଯୋଗ ଦେଇ ନଥାନ୍ତି ବିଶେଷକରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଙ୍ଗରାଜୀ ଭାଷାରେ ଟର୍ମ କାଣ୍ଡିସନ ରଖିତନ୍ତି ଯାହା ଗ୍ରାହକକୁ ଭବିଷ୍ୟତରେ ଲୁଟିବା ପାଇଁ ଶୁଭିଧା ହେବ ବୋଲି ଶ୍ରୀ ନାୟକ ମତ ରଖିଥିଲେ I ବର୍ତମାନ ଦେଶରେ୧॰୧୬ ଟେଲିକମ ଉପଭୋକ୍ତା ଟପିଲାଣି ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ କାରଣ ଗ୍ରାହକ ଅଧିକା ଦୌଡରେ ଥିବା ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି ଟ୍ରାଇ ନିୟମ କଡାକଡି ଥିଲେ ମ୍କଧ୍ୟ ଟେଲିକମ କମ୍ପାନୀ , କେବଲ ଅପରେଟର, ଇନ୍ଟାରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି , ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର , ୱାଟତ୍ସ ଆପ୍ପ ଉମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିଥିଲେ I ଗ୍ରାମଅଞ୍ଚଳରେ ଅଧିକ ଟେଲିକମ ଗ୍ରାହକ ସଚେତନତା ସଭା କରିବା ଉପରେ ସନ୍ନମାନିତ ଅତିଥି ସମ୍ମନିତ ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଷୁପ୍ରିୟା ସେଠୀ ମତପ୍ରକାଶ କରିଥିଲେ I ଭାରତୀୟ ଦୂରସଂଚାର ଲିମିଟେଡରୁ ଏନ॰ଭି॰ସତୀଶ, ଡ଼ି॰ ସେନାପତି, ଏୟାର ଟେଲ କମ୍ପାନୀର ଯାନୀ ରାଜେଶ କୁମାର,ଜିଓ ଟେଲ କମ୍ପାନୀର ସି॰ଏଚ॰ମହେଶ ,ବୋଡାଫୋନର ଟେଲ କମ୍ପାନୀର ରାଜତ୍ରିପାଠୀ, ପ୍ରାଇଭେଟ ଇନ୍ଟାରନେଟ ସେବାପ୍ରଦାନ କାରୀ ସୁଶାନ୍ତ ପାତ୍ର, ତ୍ରିମୂର୍ତୀ କେବଲ ଅପରଟର ଶ୍ରୀପ୍ରଶ୍ନ ପଣ୍ଡା । ଘୁମୁସର ଅଞ୍ଚଳର ରୁ ବହୁବୁଦ୍ଧିଜୀବୀ, ମହିଳା, ଶ୍ରମିକ ଅନୁଷ୍ଠାନ, ମହିଳା ସଂଘ, ଅଙ୍ଗନ୍ବାଡି, ଆତ୍ମାସହାୟକ, ଘୁମୁସର ବେସରକାରୀ ସ୍ବଛାସେବୀ ମହା ସଂଘ, ଆଇନଜୀବୀ, ଯୁବକସଂଘ, ଅବସର ସୈନିକ ସଂଘ, ବରିଷ୍ଟ ନାଗରିକ ମଞ୍ଚ, ଜିଏନଏଫ , ଛାତ୍ରଛାତ୍ରୀ ଓ ସIମ୍ବIଦିକ ସତIଧିକରୁ ଅଧିକ ଗ୍ରାହକ ସଭାରେ ଉପଷ୍ଟିତ ଥିଲେ ଶେଷରେ ଯୁବ ସ୍ଵଛIସେବୀ ବବୀ ରଥ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ I