Odisha news

ଶ୍ରାବଣମାସ ଶନିବାର ଦିନ ଶନି ଦେବଙ୍କୁ ପ୍ରସନ୍ନ କରିବାର ଘଟୁଛି ଶୁଭଯୋଗ

0

ହିନ୍ଦୁ ଧର୍ମରେ ଶ୍ରାବଣମାସ ଗୋଟିଏ ପବିତ୍ର ମାସ ଭାବରେ ଗଣା ଯାଇଥାଏ l ଏହି ମାସରେ ମହାଦେବ ମଧ୍ୟ ଶିବ ଭକ୍ତଙ୍କ ଉପରେ ନିଜର କୃପl ଦୃଷ୍ଟି ରଖି ଥାଆନ୍ତି l ଏହି ମାସରେ ପ୍ରାୟ ସମସ୍ତ ହିନ୍ଦୁ ବିଧିବଦ୍ଧ ଭାବରେ ମହାଦେବଙ୍କୁ ପୂଜାର୍ଚନା କରି ଥାଆନ୍ତି l ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାବଣମାସ ସୋମବାର ଦିନର ବିଶେଷ ମହତ୍ୱ ରହିଛି l ମାନ୍ୟତା ଅନୁସାରେ ଶନି ଦେବ ଏହି ମାସରେ ଶୁଭ ଫଳ ପ୍ରଦାନ କରିଥାଆନ୍ତି l
ଉପାୟ -:
ଶନି ଦେବ କର୍ମଫଳ ଦାତା l ସେ ହେଉଛନ୍ତି କଳିଯୁଗ ର ଦଣ୍ଡ ବିଧାନକାରୀ l ଶନିଙ୍କ କ୍ରୁର ଦୃଷ୍ଟିରୁ ମଣିଷ କଣ ଦେବତା ମାନେ ମଧ୍ୟ ରକ୍ଷା ପାଇ ନଥାଆନ୍ତି l ଏହି ବରଦାନ ମହାଦେବ ଶନିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ପ୍ରଦାନ କରିଥିଲେ l ଆସନ୍ତୁ ଜାଣିବା ଶ୍ରାବଣମାସ ଶନିବାର ଦିନ କଣ କରିବା ଆବଶ୍ୟକ l

– ଶ୍ରବଣ ଶନିବାର ଦିନ ଶନି ଚାଳିଶା ପାଠ କରିବା ଖୁବ ଶୁଭ ଅଟେ l

– ଏହିଦିନ ରୁଦ୍ରାକ୍ଷ ଜପ କରି ଶନି ମନ୍ତ୍ର ଜପ କରନ୍ତୁ l

– ଶ୍ରାବଣମାସ ଶନିବାର ଦିନ ଓଂ ହ୍ରିଂ ନୀଳାଞ୍ଜନସମାଭାଷଙ୍ଗ ରବୀପୁତ୍ର ଯମାଗ୍ରଜମ l ଛାୟା ମାର୍ତଣ୍ଡସମ୍ଭୂତଂଗ ତଂଗ ନମାମି ଶନୈଶ୍ଚରମ୍ l

– ଶ୍ରାବଣମାସ ଶନିବାର ଦିନ ଶନି ଦେବଙ୍କ ସହିତ ଯୋଡି ହୋଇଥିବା ଜିନିଷ ଦାନ କରନ୍ତୁ l ଯେପରିକି ସୋରିଷ ତେଲ, କଳା ରାଶି , କଳା ଛତା ଇତ୍ୟାଦି l

– ଏହିମାସ ଶନିବାର ଦିନ ଶନି ମନ୍ଦିରରେ ତେଲ ଚଢାନ୍ତୁ l

Leave A Reply