ଦଶପଲ୍ଲା୮/୭ : ଆଡ଼ପ ମଣ୍ଡପରେ ମହାପ୍ରଭୁ ଙ୍କ ଶେଷ ଦିନ । ଏହି ଶେଷଦିନ ବା ନବମୀ ତିଥିରେ ଆଡ଼ପ ମଣ୍ଡପ ରେ ଦେଖିବାକ୍ ମିଳିଛି ଭକ୍ତ ଙ୍କ ଭିଡ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭିଡ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବମୀ ଆଳତି ଓ ଶ୍ରୀ ରାମ ଅବତାର ଦେଖିବାକୁ ଲୋକ ମାନଂକ ମଧ୍ୟରେ ଭିଡ ଜମିଥିଲା । ବିଶେଷ ଭାବେ ଆଡ଼ପ ମଣ୍ଡପରେ ଶେଷ ସନ୍ଧ୍ୟା ଦର୍ଶନ ପାଈଁ ସଂଧ୍ୟା ସମୟ ରେ ଜନଗହଳି ଲାଗି ରହିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଈଁ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା