ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କସନ୍ଧା ପଞ୍ଚାୟତ ର ସୁରୁକାବାଡ଼ି ଘାଟି ରାସ୍ତାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି.. ଘାଟି ଉପରେ ଥିବା ମା ଝଡ଼େଶ୍ୱରୀ ଠାକୁରାଣୀ ପୀଠ ପରିସରରେ ନାଗମୂର୍ତ୍ତି ଥିବା ଏକ ବିରଳ ବା ଦୁର୍ଲଭ ପ୍ରଜାପତି ଦେଖିବାକୁ ମିଳିଥିଲା ଯାହାର ଦୁଇ ଡେଣା ଅଗ୍ରଭାଗ ରେ ଅବିକଳ ନାଗସାପ ମସ୍ତକ ର ଚିତ୍ର ରହିଛି ଏଭଳି ପ୍ରଜାପତି ଏସୀୟ ମହାଦେଶ ରେ ବିରଳ ବୋଲି ଜଣାପଡିଛି
