Odisha news

ବ୍ରହ୍ମପୁର : ବର୍ଷ ପୂର୍ବରୁ ମହାନଗର ନିଗମ ପକ୍ଷରୁ ସମୀକ୍ଷା ବୈଠକ

0

ବ୍ରହ୍ମପୁର .ଆଜି ବ୍ରହ୍ମପୁର ମହାନଗର ନିଗମର ସ୍ବାସ୍ଥ୍ୟ କମିଟିର ଏକ ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ  ସଭାପତ୍ବରେ ଅନୁଷିତ ହୋଇ ଯାଇଛି।ବର୍ଷାରତୁ କୁ ଆଖି ଆଗରେ ରଖ ବ୍ରହ୍ମପୁର ସହରରେ ଯେଉଁ ସ୍ଥାନରେ ଜଳବନ୍ଦୀ ହୋଇ ରହୁଅଛି ଭକ୍ତ ସ୍ମ୍ରାନକୁ ଟିହ୍ନଟ କରି ସ୍ଵଳ ସମୟସୀମା ମଧ୍ଯରେ ସେଠାରୁ ଜଳ ନିଷ୍କାସନ କିପରି ସୂଚାରୁ ରୂପେ ହୋଇପାରିବ ତାହା ଉପରେ ପରାମର୍ଶ ଦେଇଥୁଲେ।ଜମିଶନର, ଜେ ସୋନାଲ ତାଙ୍କର ମତ ପ୍ରକାଶ କରିଥ୍ବଲେ ଯେ, ସହରର ଯେଉଁ ମୁଖ୍ୟ ବଡ଼ ବଡ଼ କଲର୍ଭଟ ରହିଅଛି, ସେହି କଲର୍ଭଟ ଗୁଡ଼ିକରେ ଛୋଟ ଛୋଟ ବୁଦା ଗଛ ରହିଛି ଓ ନାଳରୁ ମାଟି ବାହାର କରିବାର ଆବଶ୍ୟକତା ପତୁଛି ସେଗୁଡ଼ିକୁ ଚିହ୍ନଟ ଜରି ବାହାର କରିବା ପାଇଁ ତଥା ଉକ୍ତ ସ୍ମାନରୁ ବୁଦା ଗଛ ହଟାଇ ବିପରି ସହରର ଜଳ ନିଷ୍କାସନ ସଠିକ ଭାବେ ହୋଇପାରିବ ଓ ସହର ମଧ୍ଯରେ ଜୃତ୍ରିମ ବନ୍ୟାର ରୂପ ଯେପରି ନେଇ ନପାରିଚ ।

ଆଳିର ବୈଠକରେ ମତ ରଖୁଥିଲେ । ଜେ ସୋନାଲ, କମିଶନର, ବିବେକ୍‌ ରେଟ୍ଗୀ ଡ଼େପୁଟି ମେୟର,  ଟି.ଚିରୁପତି ପାତ୍ର, ଦୂର୍ଗା କୁମାର ଲାୟକ,ପ୍ରଶାନ୍ତ କୁମାର ପଟ୍ଟନାୟକ, କର୍ପୋରେଟର,ଆରତି ତନ୍ତୀ, ଜର୍ପୋରେଟର, ମଳୟ ଜୁମାର ବିଷୋୟୀ, ମମତା କୁମାରୀ ପାତ୍ର, ଉପସ୍ଥିତ ସମସ୍ତ ସଦସ୍ୟ / ସଦସ୍ୟା ମତ ପ୍ରଜାଶ କରି ଏକ ସ୍ଵରରେ କହିଥୁରେ ଯେ, ସହରର କିଛି ମୁଖ୍ୟ ସ୍ଥାନ ଯଥା ବାହାନା ନାଳକୁ ସଂଯୋଗ କରୁଛି ଓ ସେଠାରୁ ଢଳ ନିଷ୍କାସନ ସଠିକ ଭାବେ ନ ହୋଇପାରିବା ଯୋଗୁଁ ସହର କୃତ୍ଦିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟ ହେଉଅଛି । ଏହାର ବିହିତ ପଦକ୍ଷେପ ନେବା ପାଇଁ କିଛି ପ୍ରସ୍ତାବ ମାନ ସଦସ୍ୟ / ସଦସ୍ୟା ମାନେ ଉପସ୍ଥାପନ କରିଥଲେ । ମୁଖ୍ୟ କଲର୍ଭଟ ଗୁଡ଼ିକ ଯଥା ଗେଟ୍‌ ବଜାର ଠାରୁ ଅ ରମ୍ଭ କରି ଗୋପାଳପୁର ଚଙ୍କସନ ପର୍ଯ୍ୟନ୍ତ ଗେଟ ବଜାର ଠାରୁ ଜ୍ୟୋତି ନଗର ଦେଇ ବାହାନା ନାଳକୁ ସଂଯୋଗ କରୁଥ୍ନବା, ଗଜପତି ନଗର ମୁଖ୍ୟ ନାଳ, ନୀଳାଞ୍ଚଳ ନଗର ,ଅଳକାପୁରୀ ,ଆଇ.ଟି.ଆଇ, ପଛ ଭାଗ, ବାଞ୍ଛାନିଧି ନଗର ,କଳିଙ୍ଗ ନଗର, ଖୋଡ଼ାସିଙ୍କି ମୁଖ୍ୟ ରାସ୍ତା ଜଲର୍ଭଟ, ଗୋପାଳପୁର ଛକ ଠାରୁ ତୁରା ଯିବାର ମୁଖ୍ୟ ନାଳ ଆଦି ପ୍ରତି ଦୃଷ୍ଟି ଦେବା ପାଇଁ ଯୋଜନା କରାଯିବ ଆବଶ୍ୟକ ବୋଲି କହିଥିଲେ।

Leave A Reply