Odisha news

ହନୁମାନ ମୂର୍ତ୍ତି ର ପ୍ରାଣ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ଯଞ ପାଇଁ କଳସ ଯାତ୍ରା

0

ନର୍ଲା (ଦୀପକ ଠାକୁର ): କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ  ରେ ହନୁମାନ ବିଗ୍ରହ  ପ୍ରାଣ  ପ୍ରତିଷ୍ଠା  ଓ ଷୋହଳ ପ୍ରହର ନାମ  ଯଞ  ପାଇଁ   କଳସ  ଯାତ୍ରା ଅନୁଷ୍ଠିତ  ହୋଇଯାଇଛି। ଅଂଚଳ  ର ଶତାଧିକ ମହିଳା  ଶ୍ରଧାଳୁ   ଯୋଗ  ଦେଇଥିଲେ।  ସ୍ଥାନୀୟ  ବଲବସପୁର   ପୋଖରୀରୁ  କଳସରେ  ପାଣି ଆଣି କଳସ  ପୂଜା  କରାଯାଇ  କଳସ ସ୍ଥାପନ  କରାଯାଇଛି ।ଜୟପାଟଣା ର ପୁଜକ  ଗୌତମ  ଖମାରୀ  ଓ ତାଙ୍କ  ଟିମ୍   କାର୍ଯ୍ୟ  ତୁଲାଇ ଥିବା ବେଳେ  କରତା  ରୁପେ  ଦୀପକ ମହାନ୍ତି  ଓ ତାଙ୍କ ପତ୍ନୀ  ଦୀପ୍ତି  ମହାନ୍ତି,  ଦୀପକ ଅଗ୍ରବାଲ   ଓ ତାଙ୍କ ପତ୍ନୀ ନୀଲମ  ଅଗ୍ରବାଲ, ପ୍ରଫୁଲ୍ଲ  ମହାନ୍ତି ଓ ତାଙ୍କ ପତ୍ନୀ  କୁସୁମ  ମହାନ୍ତି,  ସନ୍ତୋଷ  ଭୋଇ ଓ  ତାଙ୍କ ପତ୍ନୀ  ପ୍ରମିଳା  ଭୋଇ,  ଶ୍ୟାମସୁନ୍ଦର ଶର୍ମା ଓ ତାଙ୍କ ପତ୍ନୀ  ସାବିତ୍ରୀ  ଶର୍ମା, ଓ ଅଖ୍ୟୟ  ପଟନାୟକ ଓ ତାଙ୍କ ପତ୍ନୀ  ରୀତା  ପଟନାୟକ  କରତା ରୁପେ କାର୍ଯ୍ୟ ତୁଲାଇଥିଲେ। ପ୍ରଦୀପ ଅଗ୍ରବାଲ, ରତନ ଅଗ୍ରୱାଲ, ରାଜେଶ ଦତ୍ତା, ସୁରେଶ ଅଗ୍ରୱାଲ, ପୁଷ୍ପକ  ମହାନ୍ତି, ଶୁଶିଲ  ମହାନ୍ତି, ରଞନ  ମହାନ୍ତି, ଭରତ ମହାନ୍ତି , କେଦାର  ମହାନ୍ତି, ଜଗଦୀଶ  ଗଡତିଆ, କୈଲାସ  ଅଗ୍ରବାଲ,  ଅଭୟ ଚାନ୍ଦ,  ସୁରେସ  ଭୋଇ , ଶଶାଙ୍କ  ଭୋଇ,ଅନାଦି ସାହୁ, ତରୁଣ  ସାହୁ  ,ଯୋଗେନ୍ଦ୍ର  ସାହୁ  ମାଧବ  ନାଗ   ପ୍ରମୁଖ  ସହଯୋଗ କରିଥିଲେ। ଫଟୋ ଅଛି

Leave A Reply