Odisha news

ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚଢାଉ ମଦ ସହ ପୋଚ ନଷ୍ଟ

0

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ସଠିଲୋ ପଂଚାୟତ ତାଳବସ୍ତ ଗ୍ରାମ ପାଲଟିଛି ନକଲି  ଦେଶୀ ମଦ ପ୍ରସ୍ତୁତ ହବ,ଆଠଗଡ ଥାନା ଠାରୁ ମାତ୍ର 2/3 କିଲୋମିଟର  ହୋଇଥିବା ବେଳେ ଆଠଗଡ ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମଧ୍ୟ ମାତ୍ର ସେହି 2/3 କିଲୋମିଟର ଦୂର କିନ୍ତୁ କେମିତି ସ୍ପଷ୍ଟ ଦିବାଲୋକରେ  ଏଠାରେ କେମିତି କି ଭଳି କାହା ଇଙ୍ଗିତରେ, କାହା ନିର୍ଦେଶରେ ପର୍ଯ୍ୟପ୍ତ ପରିମାଣର ନକଲି ଦେଶୀ ମଦ ପ୍ରସ୍ତୁତ କରାଯାଇ  ଉଭୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଦେଇସାରା   ରାଜ୍ୟକୁ 2/3/4  ଜାନରେ ଚାଲାଣ କରିଚାଲିଛନ୍ତି, ଏହା ପଛରେ ନାୟକ କିଏ, ନକଲି ଦେଶୀ ମଦ ପ୍ରସ୍ତୁତ କଣ ପାଇଁ ବନ୍ଦ ହୋଇପାରୁନି ଏବଂ ଚଢ଼ାଉ ପୂର୍ବରୁ ମଦ ପ୍ରସ୍ତୁତ କାରି ମାଫିଆ ଫେରାର ପୂଣି ହଜାର ହାଜର ଲିଟର ମଦ ପ୍ରସ୍ତୁତ ପୋଚ ପରିବର୍ତ୍ତେ ମାତ୍ର 4655  ଲିଟର  ପୋଚ  ନଷ୍ଟ ଏବଂ ହଜାର ହଜାର ଲିଟର ମଦ ପ୍ରସ୍ତୁତ ହୋଈ ଚାଲାଣ ହୋଇଥିବା ବେଳେ ମାତ୍ର 460 ଲିଟର ମଦ ନଷ୍ଟ କରିଥିବା ଆଠଗଡ ଅବକାରି ବିଭାଗ ସୂତ୍ରରୁ ପ୍ରକାଶ, ଆଜିର ଚଢ଼ାଉରେ କଟକ ଜିଲ୍ଲା ମୋବାଇଲ ଟୁ  ଅବକାରୀ ନିରୀକ୍ଷକ ସଂଜିତ ବାଲ୍ଲା ଆଠଗଡ ଅବକାରୀ ଶବଇନିସପେକ୍ଟର ବିଜୟ କୁମାର ଭଞ୍ଜ ଓ ନରସିଂହପୁର ଅବକାରୀ ଶବଇନିଷପେକ୍ଟର ଦେବାନନ୍ଦ ଭୂୟାଁ ଓ ଅବକାରୀ କର୍ମଚାରୀ ସାମିଲ ଥିଲେ,ଏହି ମଦ ପ୍ରସ୍ତୁତ ପାଇଁ ବାହୁ ଚାଷ ଜମି ନଷ୍ଟ ହେଉଥିବା ଚାଷୀମାନେ ଆଭିଯୋଗ କରୁଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି

Leave A Reply