Odisha news

ଥାଇରଏଡ଼ ପାଇଁ ଅମୃତ ସମାନ ଅଟେ ଧଣିଆ ପାଣି : ଏପରି ସେବନ କଲେ ଔଷଧ ଖାଇବାକୁ ଆବଶ୍ୟକ ପଡ଼ିବ ନାହିଁ

0
ଆଜିକାଲି ପ୍ରାୟ ସମସ୍ତେ ଥାଇରଏଡ଼ ସମସ୍ୟା ଦେଇ ଗତି କରୁଛନ୍ତି। ଏହା ଗୋଟିଏ ଏପରି ରୋଗ ଯାହା ଆମ ଶରୀର ରେ ବିଭିନ୍ନ ରୋଗର ଉତ୍ପତ୍ତି କରାଇ ଥାଏ। ନିକଟରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଥାଇରଏଡ଼ ପାଇଁ ଅମୃତ ସମାନ ଅଟେ ଧନିଆ ପାଣି ।
୧) ଜୀବନ ରେ ବିକାର କୁ ଦୁର କରିଥାଏ ଧନିଆ ପାଣି –
ବିଶେଷଜ୍ଞ ଙ୍କ ମତାରେ ଧନିଆ ପାଣି ଥାଇରଏଡ଼ ରୋଗୀଙ୍କ ପାଇଁ ଅମୃତ ସମାନ ଅଟେ । ଏହା ଜୀବନ ରେ ଅଧିକାଂଶ ରୋଗ କୋଳେଷ୍ଟ୍ରାଲ , ମଧୁମେହ , ଓଜନ ବୃଦ୍ଧି , ଏସିଦିତି , ହାର୍ମୋନ ଅସନ୍ତୁଳନ , ଇତ୍ୟାଦି ଅନେକ ରୋଗ ଠାରୁ ଦୂରେଇ ରଖିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ଉଭୟ ପ୍ରକାରର ଥାଇରଏଡ଼ ସମସ୍ୟା ଦୂର କରିଥାଏ । ବାତ ପିତ ଓ କଫ ଦୋଷକୁ ଦୂରେଇ ରଖିଥାଏ ।
୨) ଧନିଆ ପାଣି ପ୍ରସ୍ତୁତ କରିବା ପାଇଁ ଧନିଆ ଗୁଣ୍ଡ କୁ ଗୋଟିଏ ଗ୍ଲାସ୍ ପାଣି ବତୁରାଇ ରାତି ସାରା ରଖି ଦିଅନ୍ତୁ । ଏହାପରେ ସକାଳୁ ତାହାକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଥଣ୍ଡା କରି ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ମେଟାବୋଲିଯିଁମ ଦୃତ ଗତିରେ ବୃଦ୍ଧି ପାଇବ ।
୩) ଥାଇରଏଡ଼ ଔଷଧ ସେବନ କରିବା ର ଏକ ଘଣ୍ଟା ପରେ ଆପଣ ଏହି ପାଣି କୁ ସେବନ କରିପାରିବେ । ଏହାକୁ ଖାଲି ପେଟରେ ସେବନ କରିବା ଉଚିତ୍ । ସକାଳୁ କପାଳ ଭାରତୀ ପରେ ଏହାକୁ ଏକମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଦେଖିବେ କିଛିଦିନ ପରେ ଆଉ ଔଷଧ ସେବନ କରିବାକୁ ପଡ଼ିବ ନାହିଁ ।
Leave A Reply