Odisha news

ଗବେଷକ ଙ୍କ ମତ : ସକାଳ ଜଳଖିଆରେ ଆପଣ ଖାଉଥିବା ସୁଜି ହୃଦ୍ ଘାତ ଠାରୁ ଦୂରେଇ ରଖିବା ସହ ମୋଟାପଣ ଠାରୁ ଦୂରେଇ ରଖିଥାଏ

0
୧) ଆମ ଭାରତୀୟ ରୋଷେଇ ଘରେ ପ୍ରାୟତଃ ସୁଜି ଦେଖିବାକୁ ମିଳିଥାଏ । କାରଣ ଏହା ହେଉଛି ସକାଳ ଜଳଖିଆ ର ଗୋଟିଏ ଭଲ ସ୍ରୋତ । ସୂଜିରେ ରହିଥାଏ ଅନେକ ପୋଷାକ ତତ୍ତ୍ଵ, ଯେପରିକି -:
ଫାଇବର , କାର୍ବୋହାଇଡ୍ରେଟ, ଫୋଲେଟ , ପ୍ରୋଟିନ , ଭିଟାମିନ , ପୋଟାସିୟମ , ଆଇରନ , କ୍ୟାଲସିୟମ , ଜିଙ୍କ୍, ଫସଫରସ ର ଭଲ ସ୍ରୋତ ଅଟେ ।
ସୁଜି ଖାଇବାର ୪ଟି ଅଦ୍ଭୁତ ଲାଭ:-
୨) ହୃଦଘାତ ଠାରୁ ଦୂରେଇ ରଖିଥାଏ –
ସୁଜି ହାର୍ଟ ପାଇଁ ଖୁବ୍ ହିତକର । ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା କୁ ଦୁର କରିବା ପାଇଁ ସୁଜି କୁ ନିଜ ଆହାର ରେ ସାମିଲ କରିବା ନିହାତି ଜରୁରୀ। ଗବେଷଣା ରୁ ଜଣା ପଡ଼ିଛି ଯେ ହାର୍ଟ ପାଇଁ ସୁଜି ଗୋଟିଏ ସୁଷମ ଖାଦ୍ୟ ଅଟେ ।
୩) ପେଟ ର ଚର୍ବି ହ୍ରାସ କରିବା ପାଇଁ –
ଯଦି ଆପଣଙ୍କର ପେଟ ର ଚର୍ବି ହ୍ରାସ କରିବା ପାଇଁ କୌଣସି ସମସ୍ୟା ଦେଖା ଯାଉଚି ତେବେ ନିୟମିତ ଜଳଖିଆ ରେ ସୁଜି ଖାଇବା ନିହାତି ଜରୁରୀ। ସୁଜି ରେ ଫାଇବର ମାତ୍ରା ଖୁବ୍ ଅଧିକ ରହିଥାଏ ତେଣୁ ଭୋକ ଶୀଘ୍ର ହୋଇ ନଥାଏ ଓ ଚର୍ବି ହ୍ରାସ ହୋଇଥାଏ।
୪) ଇନ୍ସ୍ତାଣ୍ଟ ଏନର୍ଜି ପାଇଁ ସୁଜି :-
ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସୁଜି ରେ କାର୍ବୋହାଇଡ୍ରେଟ ମାତ୍ରା ଅଧିକ ରହିଥାଏ । ସେଥିପାଇଁ ଏହା ଶରୀରକୁ ଶକ୍ତି ଯୋଗାଇ ଥାଏ ।
୫) ରକ୍ତ ହୀନତା ଦୁର କରେ -:
ସୁଜିରେ ସର୍ବାଧିକ ମାତ୍ରାରେ ଆଇରନ ରହିଥାଏ । ତେଣୁ ଗବେଷଣା କହୁଚି ଯେ ରକ୍ତ ହୀନତା ସମସ୍ୟା ଦୂର କରିବା ପାଇଁ ସୁଜି ସେବନ କରିବା ନିହାତି ଜରୁରୀ ।
Leave A Reply