ପୋଲସରା :-26/11/21(ରଂଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଶିଶୁମନ୍ଦିରର ପ୍ରତିଷ୍ଠାତା
ଶିକ୍ଷାବିତ ସ୍ୱର୍ଗତ ସନାତନ ପଣ୍ଡା ଙ୍କ ସ୍ମୃତି ଚାରଣ ସଭା ମା ଭରାଣ୍ଡି ସରସ୍ବତୀ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମନ୍ଦାର ଗ୍ରାମ ର ସରପଞ୍ଚ ଶ୍ରୀଯୁକ୍ତ କାଳୁ ଚରଣ ନାୟକ, ବରିଷ୍ଠ ସମାଜସେବୀ ରଘୁନାଥ ପଣ୍ଡା ଏବଂବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଏବଂ ପୃର୍ବତନ ଛାତ୍ର ଦୁର୍ଗାମାଧଵ ପଣ୍ଡା ଙ୍କ ସହ ଅନୁଷ୍ଠାନ ର ସମସ୍ତ ଗୁରୁମା ଏବଂ କର୍ମକର୍ତା
ଉପସ୍ଥିତ ରହି ସମସ୍ତ ଙ୍କ ପ୍ରିୟ ସ୍ୱର୍ଗତ ସନାତନ ପଣ୍ଡା ଙ୍କ ସ୍ମୃତି ଚାରଣ କରିଥିଲେ, ସେହିପରି ଅନୁରୂପ ଭାବେ ମନ୍ଦାର ମା ଭାରଣ୍ଡୀ ହାଇସ୍କୁଲ ରେ ମଧ୍ୟ୍ୟ ଅବସରପ୍ରାପ୍ତ ଶିକ୍ଷକ ସନା ତନ ପଣ୍ଡା ଙ୍କ ସୃତି ଚରଣ ସ୍କୁଲରେ ଥିବା ପ୍ରତି୍ମୃତିରେ ପୁଷ୍ପମାଳ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତରାଉତ ଉପସ୍ଥିତ ହୋଇ ସ୍ବର୍ଗତ ସନାତନ ପଣ୍ଡାଙ୍କ ପ୍ରତି୍ମୃତି ରେ ପୁଷ୍ପମାଲ୍ୟ ଦେବାସହ ସୃତିଚାରଣ କରିଥିଲେ l
Prev Post