କ୍ୟାନ୍ସର ଗୋଟିଏ ଏଭଳି ରୋଗ ଯାହା ମଣିଷକୁ ଶାରିରୀକ , ମାନସିକ ଓ ଭାବାତ୍ମକ ଭାବରେ ଗଭୀର ପ୍ରଭାବ ପକାଇ ଥାଏ । ଏହି ସମୟରେ ସମ୍ପୂର୍ଣ୍ଣ ପରିବାର ମଧ୍ୟରେ ଗୋଟିଏ ଆତଙ୍କ ର ବାତାବରଣ ଦେଖା ଦେଇଥାଏ । କିନ୍ତୁ ଗବେଷକ ମାନଙ୍କ ମତରେ ଆମ ଦୈନନ୍ଦିନ ଜୀବନରେ କିଛିଟା ଖାଦ୍ୟକୁ ସାମିଲ କରି ଆପଣ ଏହି ମାରାତ୍ମକ ବ୍ୟାଧି ରୁ ନିଜକୁ ଦୁରେଇ ରଖି ପାରିବେ ।
* ତୁଳସୀ – ତୁଳସୀ କୁ କ୍ୟାନ୍ସର କିଲର ବୋଲି କୁହାଯାଏ । ଶରୀରର ଅନେକ ରୋଗ ତୁଳସୀ ଦ୍ଵାରା ହୋଇଥାଏ । ସେଥିପାଇଁ ୨ରୁ ୩ ଟି ତୁଳସୀ ପତ୍ର ଖାଆନ୍ତୁ ।
* ଗାଈ କ୍ଷୀର – ଗାଈ ଦୁଗ୍ଧ ଏତେ ଶକ୍ତିଶାଳୀ ଯେ ଇମ୍ୟୁନିଟି ବଢ଼ାଇବା ସହିତ ଅନେକ ରୋଗରୁ ରକ୍ଷା କରିଥାଏ । ଗାଈ କ୍ଷୀର ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣ କ୍ୟାନ୍ସର ଭଳି ରୋଗରୁ ଆରାମ ପାଇ ପାରିବେ ।
* ହଳଦୀର ଗୋଟିଏ ବିଶେଷ ସ୍ଥାନ ରହିଛି । ହଳଦୀ ଗୋଟିଏ ଉନ୍ନତ ଆଣ୍ଟି ସେପ୍ଟିକ୍ ହୋଇଥିବା କାରଣରୁ ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଉଚିତ୍ । କ୍ୟାନ୍ସର ରୁ ରକ୍ଷା ପାଇବା ପାଇଁ ହଳଦୀ ନିୟମିତ ବ୍ୟବହାର କରନ୍ତୁ ।
* କ୍ୟାନ୍ସର ରୋଗୀଙ୍କ ପାଇଁ ରସୁଣ ଖୁବ୍ ଉପଜୋଗୀ । ଗବେଷକ ମାନଙ୍କ ମତରେ ରସୁଣ ରେ କ୍ୟାନ୍ସର ରୋଧି ଗୁଣ ରହିଥିବା କାରଣରୁ ଏହା ଶରୀର ପାଇଁ ଖୁବ୍ ହିତକର ।
* ଆୟୁର୍ବେଦ ଅନୁସାରେ ଲିମ୍ବକୁ ସବୁଠୁ ଉପଯୋଗୀ ଔଷଧ ବୋଲି କୁହା ଯାଇଥାଏ । ଲିମ୍ବ ରେ କ୍ୟାନ୍ସର ସହିତ ଲଢ଼ିବାର ଶକ୍ତି ମଧ୍ୟ ରହିଛି । ତେଣୁ ଲିମ୍ବ ପତ୍ର ର ଉପଯୋଗ ମଧ୍ୟ କ୍ୟାନ୍ସର ପାଇଁ ହୋଇଥାଏ ।
Comments are closed.