Odisha news

ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିପାରେ ଏହି ୨ଟି ସ୍ବପ୍ନ , ଏହାକୁ ଅଣଦେଖା କରନ୍ତୁ ନାହିଁ

ସ୍ବପ୍ନ ଆମ ଜୀବନ କୁ ପ୍ରଭାବିତ କରିଥାଏ । ଏହିକଥା ଶାସ୍ତ୍ରରେ କୁହାଯିବା ସହିତ ମନୋବିଜ୍ଞାନି ମଧ୍ୟ କହିଛନ୍ତି । ଉଭୟଙ୍କ ନଜରରେ ସବୁ ସ୍ୱପ୍ନର ଅଲଗା ଅଲଗା ସ୍ଥାନ ରହିଛି । ସ୍ବପ୍ନ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ଏହିଭଳି ଦୁଇ ପ୍ରକାରର ସ୍ବପ୍ନ ଦେଖା ଯାଇଥାଏ ତେବେ ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।
* ୧ – ଆମେ ସମସ୍ତେ ପ୍ରକୃତ ଜୀବନରେ ଉଡିବାକୁ ଇଚ୍ଛା ରଖିଥାଉ । କିନ୍ତୁ ଯଦି ଆମେ ସ୍ୱପ୍ନରେ ଉଡ଼ିବା ଦେଖୁ ତେବେ ଏହା ଗୋଟିଏ ଶୁଭ ସୂଚନା ଦେଇଥାଏ । ମାନ୍ୟତା ରହିଛି ଯେ ସ୍ବପ୍ନ ମଣିଷର ଖରାପ୍ ଦିନର ପରି ସମାପ୍ତି କରିଥାଏ ଓ ତାକୁ ଭବିଷ୍ୟତ ରେ ଖୁବ୍ ଉନ୍ନତି କରାଇଥାଏ । ଏଭଳି ସ୍ବପ୍ନ ଦେଖିବା ଦ୍ଵାରା ଉଚ୍ଚ ଅଭିଳାଷ ବଢ଼ି ଯାଇଥାଏ ।
– କିନ୍ତୁ ମନୋବିଜ୍ଞାନ ଅନୁସାରେ ଏଭଳି ସ୍ବପ୍ନ ଆପଣଙ୍କୁ ଉଚ୍ଚ ଅଭିଲାସି କରାଇଥାଏ ଓ ଜୀବନରେ ଉନ୍ନତି କରାଏ । ଆତ୍ମବିଶ୍ବାସ ମଧ୍ୟ ବଢ଼ିଥାଏ ।
* ୨ – ସ୍ୱପ୍ନରେ ଝରଣା ରୁ ପାଣି ପଡ଼ିବା ଦେଖିବା ଶୁଭ ଅଟେ । ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ନିର୍ମଳ ଜଳ ପଡ଼ିବା ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଦୁଃଖର ଅନ୍ତ ହୋଇଯିବ । ଜୀବନ ସୁଖ ସମୃଦ୍ଧି ରେ ଭରି ଉଠିବ । ସ୍ୱପ୍ନରେ ଗରମ୍ ପାଣି ଓ ଅସନା ପାଣି ଦେଖିବା ଅଶୁଭ ଅଟେ । ଗରମ ପାଣି ର ଝରଣା ରୋଗ ବ୍ୟାଧିର ସଂକେତ ଦେଇଥାଏ ।
– ମନୋବିଜ୍ଞାନ ଅନୁସାରେ ଏଭଳି ସ୍ବପ୍ନ ଦେଖିବା ମାନସିକ ରୂପରେ ଅନୁକୁଲତା କୁ ଦର୍ଶାଇ ଥାଏ । ଏହାର ଅର୍ଥ ବର୍ତ୍ତମାନ୍ ଆପଣଙ୍କ ମସ୍ତିଷ୍କ ରୁ ନକାରାତ୍ମକ ଭାବନା ଦୂରେଇ ଯିବ ଓ ସକାରାତ୍ମକ ଭାବନା ଜାଗ୍ରତ ହେବ ।।

Comments are closed.