Odisha news
Daily Archives

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : PACS ଓ LAMPCS ରେ ବିପୁଳ ସଂଖ୍ୟାରେ ଯୋଡ଼ି…

ଭୁବନେଶ୍ୱର , ୨୫ ସେପ୍ଟେମ୍ବର ୨୦୨୬ : ‘‘ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା,’’ ବୋଲି ଆଜି PACS ଓ LAMPCS ର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୫ ସେପ୍ଟେମ୍ବର ୨୦୨୬ : ରାଷ୍ଟ୍ରବାଦୀ ଜନନାୟକ, ଆଧୁନିକ ଭାରତର ଅନନ୍ୟ ଦାର୍ଶନିକ ତଥା ସାଂସ୍କୃତିକ ରାଷ୍ଟ୍ରବାଦର ଅଗ୍ରଣୀ ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶ, ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’…
Read More...

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’; ଛଅ ଦିନ ଧରି ବ୍ୟାପକ ସ୍ୱଚ୍ଛତା ଅଭିଯାନ

 ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନ, ରେଳଗାଡ଼ି, ରେଳବାଇ କଲୋନୀ ଓ କାର୍ଯ୍ୟାଳୟ ଗୁଡ଼ିକରେ ୧୯ରୁ ୨୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏକ ସମନ୍ୱିତ ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଓ ଜନଭାଗୀଦାରୀ…
Read More...

ଦୀନଦୟାଲଜୀଙ୍କ ତ୍ୟାଗ, ନିଷ୍ଠା ଓ ସେବା ମନୋଭାବରୁ ପ୍ରେରଣା ନେଇ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ…

 ପଣ୍ଡିତ ଦିନଦୟାଲଜୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ  ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀକୁ ଉଦଘାଟନ କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ  ରାଜ୍ୟର…
Read More...

ପୂର୍ବ ତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା ।

ଭୁବନେଶ୍ୱର, ସେପ୍ଟେମ୍ବର ୨୫, ୨୦୨୬ : ରେଳ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି।ସୌରଚାଳିତ ସିସିଟିଭି…
Read More...

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ରାୟଗଡ଼ା ଡିଭିଜନ ଅଧୀନସ୍ଥ କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ରେଳ ସେକ୍ସନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ମାଟି ଧସିବା ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।…
Read More...

ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ : ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ…

ବାଲିଗୁଡ଼ା, ତା.୨୫/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର…
Read More...

ଗୁପ୍ତ ଚାମ୍ବରରେ ଗଞ୍ଜେଇ ଚାଲାଣ, ୫ ଗିରଫ : ବ୍ରିଜା ଗାଡ଼ି, ୫ ମୋବାଇଲ ଓ ନଗଦ ଟଙ୍କା ଜବତ

ବାଲିଗୁଡା , ତା, ୨୫/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରୁ ବିହାରକୁ ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ କୋଟଗଡ଼ ପୋଲିସ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ମାରୁତି…
Read More...

ଭାରତର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ହେବା ପଥରେ ଜିଓ; ଏବେ ଭାରତରୁ ଦୁନିଆକୁ ପହଞ୍ଚିବାର ଯୋଜନା

- ୫ଜି, କ୍ଲାଉଡ, ଏଆଇ ଓ ୬ଜି ଉପରେ ଗୁରୁତ୍ୱ; ୬,୮୧୭ଟି ପେଟେଣ୍ଟ ଦାଖଲ, ୧,୦୦୯ଟିକୁ ମଞ୍ଜୁରୀ ମିଳିସାରିଛି - ଭାରତରେ ତିଆରି ଟେକ୍ନୋଲୋଜିକୁ ବାହାର ଦେଶକୁ ନେବାର ଯୋଜନା; ୫୨ କୋଟି ୪୦ ଲକ୍ଷରୁ ଅଧିକ ଗ୍ରାହକ ଜିଓର ସବୁଠୁ…
Read More...