ଇ-ମେଲ ରେ ଫୁଲବାଣୀ କୋର୍ଟକୁ ବୋମା ଧମକ
କନ୍ଧମାଳ, ତା, ୦୬/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଛି । ଏହି ଧମକ ଫୁଲବାଣୀ,ପୁରୀ ଓ କଟକ ଜିଲା ଦୌରା ଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। ଫୁଲବାଣୀ…
Read More...
Read More...