Odisha news
Monthly Archives

July 2020

ଜାତୀୟ ରାଜପଥ ଡାଇଭ୍ରର୍ସନ ନେଲା ଛାତ୍ରଙ୍କ ଜୀବନ : ସଡକ ଦୃର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

ନିରାକାରପୁର : ଜଙ୍କିଆ ଥାନା ଅନ୍ତର୍ଗତ ୧୬ନଂ ଜତୀୟ ରାଜପଥ ଗୋଡିପଡା ସର୍ବଣା ଢାବା ନିକଟ ଡ୍ରାଇର୍ଭସନରେ ଠାରେ ଦିନ ୧୦ଟା ସମୟରେ ଜଣେ ଛାତ୍ରଙ୍କ ସଡକ ଦୃଘଟଣାରେ ମୃତ୍ୟୁ ଘଟିଛି ।ଘଟଣାରୁ ପ୍ରକାଶଯେ ଗୋଡିପଡା ଗ୍ରାମର ଅନନ୍ତ…
Read More...

ଦେବଦତ୍ତ ମହାନ୍ତି ଅସ୍ତରଙ୍ଗ ବ୍ଲକଟର୍ପ୍ପର

ଅସ୍ତରଙ୍ଗ: - ଦିର୍ଘ ଦିନ ପ୍ରତିକ୍ଷାର ଅନ୍ତଘଟାଇ ବୁଧବାର ଦିନ ମାଟ୍ରୀକ ପରିକ୍ଷା ଫଳ ପ୍ରକାଶ ପାଇବା ପରେଛାତ୍ରଛାତ୍ରୀମନରେଉସôାହଉଦ୍ଦିପନା ଦେଖାଦେଇଛି । ଅସ୍ତରଙ୍ଗ ବ୍ଲକ ଅଂଚଳରେ ଶତକଡା ୯୫ ପ୍ରତିଶତ ପାସହାରରହିଥିବାବେଳେ…
Read More...

ଫସଲବୀମା ଟଙ୍କାକୁ ନେଇ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ : କୋଭିଡ-୧୯ କଟକଣାକୁ ଭୁଲିଗଲେ, ମାମଲା ରୁଜୁ…

ଉଦୟଗିରି : ସମ୍ପୁର୍ଣ୍ଣ ଲକଡାଉନ ସମୟରେ କୋଭିଡ-୧୯ କଟକଣାକୁ ଭୁଲି ଗୋଟିଏ ଯାଗାରେ ଶତାଧିକ ଲୋକ ମେଳିକଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିଲା ଶେଷରେ ପା୍ରୟ ଦୁଇଶହ ଲୋକ…
Read More...

ଦାଦାବଟି ଆଦାୟ ଓ ରାହାଜାନି ଘଟଣାରେ ୨ ଯୁବକ ଗିରଫ

ଡେରାବିଶ : ଡେରାବିଶ ଥାନା ଅଧୀନ ୫ନଂ (କ) ଜାତୀୟ ରାଜପଥର ବଳଭଦ୍ରପୁର ନିକଟରୁ ଛିଡ଼ା ହୋଇଥିବା ଟ୍ରକ ଡ୍ରାଇଭର ମାନଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଥିବା ନେଇ ଡେରାବିଶ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର…
Read More...

କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ : ବାଲିଆ ପଂଚାୟତର ୨ଟି ୱାର୍ଡ଼କୁ ୭ଦିନ ପାଇଁ କଂଟେନ୍ମେଂଟ ଜୋନ ଘୋଷିତ

ଡେରାବିଶ : ଚଳିତ କରୋନା ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଥିବା ଡେରାବିଶ ବ୍ଲକ ଅଂଚଳର ଜନୈକ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇ ପଡିଥିବା ଜଣାଯାଇଛି । ଏହା ଏହି ବ୍ଲକ ଅଂଚଳ ଏହା ପାଇଁ ପ୍ରଥମ ଘଟଣା ହୋଇଥିବା ବେଳେ…
Read More...

କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ପୂର୍ବବର୍ଷ ମାନଙ୍କ ପରି ପାସ୍ ହାର ଶତପ୍ରତିଶତ…

ଡେରାବିଶ :  କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଅନ୍ତର୍ଗତ ଦାନପୁର ପଂଚାୟତର କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ପୂର୍ବବର୍ଷ ମାନଙ୍କ ପରି ପାସ୍ ହାର ଶତପ୍ରତିଶତ ହୋେଇଛି । ଏହି…
Read More...

ଡେରାବିଶର ଛଚିଣାରେ ୧ କରୋନା ଆକ୍ରାନ୍ତ ଚିହ୍ନଟ : ୧୩ ୱାର୍ଡ଼କୁ ୭ ଦିନ ପାଇଁ କଂଟେନ୍ମେଂଟ ଜୋନ୍ ଘୋଷଣା

ଡେରାବିଶ : ଡେରାବିଶ ବ୍ଳକରେ ସ୍ଥାନୀୟ ଅଂଚଳରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ ଦୁଇସପ୍ତାହ ମଧ୍ୟରେ ଚାରୋଟି ଗ୍ରାମକୁ କଂଟେନ୍ମେଂଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ବ୍ଳକ ଅଧୀନ…
Read More...

ପ୍ରଶାସନର ନିଦେ୍ର୍ଦଶକୁ ବେଖାତିର, ପୁଣି ଆରମ୍ଭ ହେଲା ବେଆଇନି ବାଲି ଉତ୍ତୋଳନ

ହାଟଡିହି   : କେନ୍ଦୁଝର ଜିଲ୍ଲା ହାଟଡିହି ହାଟଡିହି ତହସିଲ ଅଧିନସ୍ଥ ଜମ୍ଭରା ନଦୀଘାଟରୁ ପୁନଶ୍ଚ ବେଆଇନି ବାଲି ଉତ୍ତୋଳନ ଆରମ୍ଭ ହୋଇଛି । ଡିମିରିଅ ଓ ଜମ୍ଭରା ଘାଟର ୩୦୦ମିଟର ଦୁରତାରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି…
Read More...

ପ୍ରବାସୀ ମାନଙ୍କୁ କାମ ଯୋଗାଇଲା ମନରେଗା ଯୋଜନା

ହାଟଡିହି  : ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମଧନ୍ଦା ପାଉ ନଥିବାବେଳେ ଓ ବାହାର ରାଜ୍ୟରୁ  ଫେରିଥିବା ପ୍ରବାସୀ ମାନେ ମଧ୍ୟ କାମଧନ୍ଦା ଅନ୍ୱେଷଣରେ ଅଛନ୍ତି । ଏପରି ସମୟରେ  ମନରେଗା ଯୋଜନା ସେମାନଙ୍କୁ କାମ…
Read More...

ଭଞ୍ଜନଗରରେ ସରକାରୀ ବିଦ୍ୟାଳୟକୁ ପଛରେ ପକାଇଲେ ଘରୋଇ ବିଦ୍ୟାଳୟ

ଭଞ୍ଜନଗର : ଭଞ୍ଜନଗରରେ ସରକାରୀ ବିଦ୍ୟାଳୟକୁ ପୁଣିଥରେ ପଛରେ ପକାଇଲେ ଘରୋଇ ବିଦ୍ୟାଳୟ । ମାଟି୍ରକ୍ ପରୀକ୍ଷାର ଫଳାଫଳରୁ ଏହା ସ୍ପଷ୍ଟ ସୂଚନା ମିଳିଛି । ଏ-୧ରେ ପାସ ହୋଇଥିବା ସମସ୍ତ ୫ଜଣ ଘରୋଇ ବିଦ୍ୟାଳୟରୁ ଆସିଥିବାବେଳେ…
Read More...