Odisha news

କାମାକ୍ଷାନଗର ମହିମା ଆଶ୍ରମରେ ମାଘସପ୍ତମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି

0
କାମାକ୍ଷାନଗର(ପ୍ରତାପ କୁମାର ସାହୁ )ଆଙ୍କର-କାମାକ୍ଷାନଗର ମହିମା ଆଶ୍ରମରେ ମାଘସପ୍ତମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଘମେଳା ପାଳିତ ହୋଇଛି। କିନ୍ତୁ  କରୋନା କଟକଣା ଯୋଗୁ ଭକ୍ତଙ୍କ ସମାଗମ କମ ଅଛି। ସରକାରଙ୍କ କୋଭିଡ ନିୟମକୁ ମାନି କେବଳ ବିଧିପାଳନ କରାଯାଉଛି। ଜୀବ ଜଗତର ମଙ୍ଗଳ ଉଦେଶ୍ୟରେ ଓ ପୃଥିବୀରୁ କିପରି ସଂମ୍ପୁର୍ଣ କରୋନା ଦୁରେଇଯିବ ସେଥିପାଇଁ ସନ୍ଧ୍ୟା ସମୟରୁ ଝାଡବତି ଲଗାଯିବା ସହ ଅଖଣ୍ଡ ଧ୍ବନି ସ୍ତାପନ କରି ଘୃତାହୁତି କରାଯାଉଛି। ଅଲେଖ ମହିମା ଧ୍ବନିରେ ମନ୍ଦିର  ପ୍ରକମ୍ପିତ ହେବାସହ ରାତି ସାରା ମହିମା ଭଜନ ପରିବେଶଣ ହୋଇଛି। ପୁରା ପରିବେଶ  ଭକ୍ତିଭାବ ସୃଷ୍ଟି କରୁଛି।
Ad2
Leave A Reply