ନିରାକାରପୁର,୨୧/୩: ସୂଚନା ଯୋଗ୍ୟ କି ୩/୪ ବର୍ଷ ହେବ ସ୍ବାମୀଙ୍କର ଦେହାନ୍ତ ପରେ ଗାଁ ମୁଣ୍ଡରେ ଥିବା କ୍ୟାବିନ ରେ ଦୋକାନ କରି ବିଧବା ବୃଦ୍ଧା ରାଧା ସାମନ୍ତରାୟ (ବୟସ-୬୫)ନିଜେ ଚଳାଉଥିଲେ।କିନ୍ତୁ ଦୁର୍ଭାଗ୍ୟବଶତଃ ଗତ କାଲି ସକାଳୁ ସକାଳୁ କେବିନ୍ ଖୋଲି ବସିଥିବା ବେଳେ ପଛ ପାଖରେ ଥିବା ନଡିଆଗଛଟି ସିଧା କେବିନ୍ ଉପରେ ରାସ୍ତା ପଟକୁ ପଡ଼ିଯାଇଛି।ଭିତରେ ଥିବା ରାଧା କେବିନ୍ ଭିତରେ ଚାପି ହୋଇଯାଇଥିଲେ । ଆହତ ରାଧାଙ୍କୁ ଗ୍ରାମବାସୀ ଉଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇ ଚିକିତ୍ସା କରୁଛନ୍ତି।
