Odisha news

ବାହାନଗା ରେଳଦୃଘଟଣା ରେ ମୂର୍ତ୍ୟୁ ବରଣ ଆତ୍ମ ର ସଦଗତି ପାଇଁ ସମୂହ ଦୀପଦାନ

0

ରଣପୁର…… ଗତକାଲି ବାଲେଶ୍ୱର ଜିଲ୍ଲା ବାହାନାଗ ଠାରେ ହୋଇଥିବା ମର୍ମଦୃତ ଟ୍ରେନ ଦୃଘଟଣା ରେ ମୁତ୍ୟୁ ବରଣ କରିଥିବା ଲୋକ ଙ୍କ ଆତ୍ମ ର ସତଗତି ପାଇଁ ଆଜି ରଣପୁର ଠାରେ ସମୂହ ଦୀପଦାନ କରାଯିବା ସହିତ ନିରବ ପ୍ରାଥନା କରାଯାଇଛି.. ଶନିବାର ସଂନ୍ଧ୍ୟା ସମୟରେ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଜଗନ୍ନାଥ ସେନା ଓ ବରିଷ୍ଠ ନାଗରିକ ଶ୍ରୀ ମନ୍ଦିର ସେବାୟତ ଓ ସାମ୍ବାଦିକ ମାନକୁ ନେଇ ସମୂହ ଦୀପ ଦାନ  କରାଯିବା ସହିତ ନିରବ ପ୍ରାଥନା କରାଯାଇଥିଲା ସେହି ଭଳି ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ରଘୁଦିବାକର ମଣ୍ଡପ ଠାରେ ସ୍ଥାନୀୟ ସମାଜ ସେବି ଆଇନୀଜୀବି ସାମ୍ବାଦିକ ଓ ବରିଷ୍ଠ ନାଗରିକ ଓ  ବୁଦ୍ଧିଜୀବୀ ମାନକୁ ନେଇ ଦୀପଦାନ କରାଯିବା ସହିତ ଆତ୍ମ ର ସଦଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା.

Govt
Leave A Reply