ଭାରତରେ ସହର ତୁଳନାରେ ଗାଁରେ ନେଟ୍ ୟୁଜର୍ଙ୍କ ସଂଖ୍ୟା ୧୦% ବଢ଼ିଛି । ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଭାରତର ଗ୍ରାମୀଣ ଇଲାକାରେ ୨୨.୦୭ କୋଟି ଇଣ୍ଟରନେଟ୍ ୟୁଜର୍ ଥିବା ବେଳେ ସହରରେ ଅଛନ୍ତି ୨୦.୫୦ କୋଟି । ମାର୍ଚ୍ଚ ୨୦୧୯ରେ ଇଣ୍ଟରନେଟ୍ ୟୁଜର୍ ସଂଖା ଥିଲା ୪୫.୧ କୋଟି । ଏହା ସହ ଭାରତରେ ଇ ଣ୍ଟ ର େ ନ ଟ ୍ ବ ୍ୟ ବ ହ । ର କ । ର ୀ ଙ୍କ ସଂଖ୍ୟା ୫୦ କୋଟି ପାର୍ ହୋଇଛି । ମାସକୁ ଅତିକମ୍ରେ ଥରେ ଇଂଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କୁ ଆକଫିଭ୍ ୟୁଜର୍ ଶ୍ରେଣୀରେ ସାମିଲ୍ କରାଯାଇଛି । ଚୀନ୍ ପରେ ଭାରତ ଦ୍ୱିତୀୟ ବୃହତ୍ ଇଣ୍ଟରନେଟ୍ ମାର୍କେଟ୍ ।
