Odisha news

ଫଳ ବା ପରିବା ଚୋପା ନ ଫୋପାଡ଼ି କିପରି ଜିରୋ-େୱଷ୍ଟ୍‌ କୁକିଙ୍ଗ୍ ତିଆରି

0

ଲକ୍‌ଡାଉନ୍‌ ସମୟରେ ରୋଷେଇ ସମୟରେ ପରିବା ବା ଫଳ ଚୋପା ନ ଫୋପାଡ଼ି କିପରି ଜିରୋ-େୱଷ୍ଟ୍‌ କୁକିଙ୍ଗ୍‌ ହୋଇପାରିବ ସେ ବିଷୟରେ ବେଙ୍ଗଲୁରୁର କେତେକ ବ୍ୟକ୍ତି ଉପାୟ ଚିନ୍ତା କରିଛନ୍ତି । ସେମାନେ ପନିପରିବା ଚୋପା ଓ ମଞ୍ଜିର ପୂରା ଉପଯୋଗ କରୁଛନ୍ତି । ପରିବା ଚୋପା ଚଟଣି ଓ ଫଳ ଚୋପା ଜାମ୍‌ ତିଆରିରେ
ଲାଗୁଛି । ଏପରିକି ରୋଷ୍ଟ୍‌ ଚିକେନ୍‌ରୁ ହାଡ଼ ବାହାର କରି ସୋର୍‌ବା ତିଆରିରେ ବ୍ୟବହାର ହେଉଛି । ଏହାଦ୍ୱାରା ପନିପରିବାର ପୂର୍ଣ୍ଣ ବ୍ୟବହାର ହେବା ସହ ଆବର୍ଜନା ଉକ୍ସଊନ୍ନ ହେଉନାହିଁ । ରାଜା ନାମକ ଜଣେ ବ୍ୟକ୍ତି ଜିରୋ-େୱଷ୍ଟ୍‌ ଜୁସ୍‌ ବାର୍‌ର ମାଲିକ । ସେ କହିଛନ୍ତି ସପୁରୀ ଚୋପାକୁ ଲେମ୍ବୁ ଓ ଅଦା ସହିତ ପାଣିରେ ସିଝାଇ ସ୍ୱାଦିଷ୍ଟ ପାନୀୟ ତିଆରି କରାଯାଇପାରିବ । ମିáସେକ୍‌ ତିଆରିରେ ପଣସ ମଞ୍ଜି ବ୍ୟବହାର କରାଯାଇପାରିବ । ଧନିଆ ଓ ପୁଦିନା ଡେମ୍ଫ ସୁପ୍‌ ଓ ଜୁସ୍‌ ତିଆରିରେ ଲାଗିପାରିବ । ଜିରୋ-େୱଷ୍ଟ୍‌ କୁକିଙ୍ଗ୍‌

Leave A Reply