ଥାଇଲାଣ୍ଡର ରାଜା ମହାବଜିରାଲୋ ଗକର୍ଣ୍ଣଙ୍କ ପତ୍ନୀ ଶୁଥିଡା ଓ ବାନ୍ଧବୀ ଶିନିଟଙ୍କ ମଧ୍ୟରେ ଝଗଡା : ଆପତ୍ତି ଜନକ ଫଟୋ ଭାଇରଲ
ନୂଆଦିଲ୍ଲୀ : ଥାଇଲାଣ୍ଡର ରାଜା ମହାବଜିରାଲୋ ଗକର୍ଣ୍ଣଙ୍କ ବାନ୍ଧବୀ ଶିନିତଙ୍କର ପାଖାପଖି ୧ ହଜାର ଫଟୋ ଭାଇରାଲ କରାଯାଇଛି l ସୂଚନା ମୁତାବକ ଏଥିରେ ଅଧିକାଂଶ ଫଟୋ ଉଲଗ୍ଣ ଅଟେ l ଏପରି କୁହାଯାଉଛି ଯେ ରାଜାଙ୍କର ପତ୍ନୀ ଶୁଥିଡା ଓ ବାନ୍ଧବୀ ଶିନିଟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ସେହି କାରଣରୁ ଫଟୋକୁ ଭାଇରାଲ କରାଯାଇଛି l ଶୁଥିଡା ଥାଇଲାଣ୍ଡର ରାଣୀ ଅଟନ୍ତି l ଥାଇଲାଣ୍ଡର ରାଜାଙ୍କର ବାନ୍ଧବୀଙ୍କର ଫଟୋ ଏପରି ସମୟରେ ଲିକ ହୋଇଛି ଯେତେବେଳେ ସେ ଜେଲରୁ ବାହାରି ରାଜାଙ୍କ ପାଖରେ ପହଞ୍ଚିଥିଲେ l ଗତବର୍ଷ ଆଶ୍ଚର୍ଯ୍ୟ ଜଣଙ୍କ ଭାବରେ ରାଜାଙ୍କ ବାନ୍ଧବୀ ଶିନିତାଙ୍କୁ ଜେଲରେ ବନ୍ଦ କରି ଦିଆଯାଇଥିଲା l ତାଙ୍କ ଉପରେ ରାଣୀଙ୍କର ଛବି ଖରାପ କରିବାର ଆରୋପ ଲଗାଯାଇଥିଲା l
ଏକ ରିପୋର୍ଟରୁ ଜଣା ପଡିଛି ଯେ ଶିନିତଙ୍କର ଉଲଗ୍ନ ଫଟୋ ଥାଇଲାଣ୍ଡର ରାଜ ପରିବାର ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନ କାରୀଙ୍କୁ ପଠା ଯାଇଛି ଏହି ଫଟୋ ଗୁଡିକ ୨୦୧୨ ରୁ ୨୦୧୪ ମଧ୍ୟରେ ଉଠା ଯାଇଥିଲା l ଏପରି କୁହା ଯାଉଛି ଯେ ଏହି ଫଟୋ ଗୁଡିକୁ ନିଜେ ଶିନିତ ଉଠାଇବାକୁ କହିଥିଲେ l ଥାଇଲାଣ୍ଡ ରାଜ ପରିବାରର ଆଲୋଚକ ଥିବା ପତ୍ରକାର ବ୍ରିଟିଶ ଅଟନ୍ତି ତାଙ୍କୁ ମଧ୍ୟ ଏହି ଉଲଗ୍ନ ଫଟୋ ପଠା ଯାଇଛି l ଥାଇଲାଣ୍ଡର ୬୮ ବର୍ଷୀୟ ଏହି ରାଜା ଶୁଥିଡାଙ୍କୁ ୨୦୧୯ ରେ ବିବାହ କରିଥିଲେ ଓ ତାଙ୍କୁ ରାଣୀର ଦର୍ଜା ମିଳିଥିଲା l ଏହା ପୂର୍ବରୁ ରାଜା ଆହୁରି ତିନିଟି ବିବାହ କରିଥିଲେ ଓ ତାଙ୍କର ୭ଟି ପିଲା ଅଛନ୍ତି l କିନ୍ତୁ ରାଜାଙ୍କର ଅନ୍ୟ ତିନି ରାଣୀଙ୍କ ସହିତ ବିବାହ ବିଚ୍ଛେଦ ହୋଇଯାଇଛି l ୪୨ ବର୍ଷୀୟ ଶୁଥିଡା ଓ ୩୫ ବର୍ଷୀୟ ଶିନିତ ଉଭୟ ରାଜାଙ୍କ ମହଲରେ ଉଚ ପଦସ୍ଥ ଅଧିକାରୀ ଭାବେ କାମ କରୁଥିଲେ l ଶୁଥିଡା ପ୍ରଥମେ ଥାଇ ଏୟାର ବେଶ୍ ରେ କାମ କରିଛନ୍ତି ଓ ଶିନିତ ଆର୍ମିରେ ନର୍ସ ଥିଲେ l