Odisha news

ଗବେଷଣା କହୁଛି , ବ୍ଳାକ ଟି ଦୂର କରିଥାଏ ଶରୀରର ଅନେକ ସମସ୍ୟା ଓ ରଖିଥାଏ ସୁସ୍ଥ

0
ଆମ ମଧ୍ୟରୁ ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା ରୁ କରି ଥାଆନ୍ତି l ଚା ଗୋଟିଏ ଖୁବ ପ୍ରସିଦ୍ଧ ପାନୀୟ  ଭାବରେ ଜଣାଶୁଣା l ଅଧିକାଂଶ ଲୋକ ନିଜର ସ୍ୱାଦ ଓ ସ୍ୱାସ୍ଥ୍ୟ ହିସାବରେ ବାଛି ଥାଆନ୍ତି l ଆମ ଭିତରୁ ଅଧିକାଂଶ ଲୋକ ଏଭଳି ରହିଛନ୍ତି ଯେ ଯେଉଁ ମାନଙ୍କୁ ଦୁଗ୍ଧ ଚା ଅଧିକ ପସନ୍ଦ ହୋଇଥାଏ l କିନ୍ତୁ କିଛି ଲୋକ ନିଜର ସ୍ୱାସ୍ଥ୍ୟକୁ ନେଇ ସତର୍କ ରହି ଥାଆନ୍ତି l ଯେପରିକି ବ୍ଳାକ ଟି କିଛି ଲୋକଙ୍କର ଅଧିକ ପସନ୍ଦ ହୋଇଥାଏ l ଯଦି ଆପଣ ନାଲି ଚା ସେବନ କରୁଛନ୍ତି ତେବେ ସେମାନଙ୍କୁ ନେଇ କଣ କହୁଛି ଗବେଷଣା l

ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ବ୍ଳାକ ଟି ସେବନ କରିବା ଦ୍ୱାରା ଶରୀର ଉପରେ କି ପ୍ରକାରର ପ୍ରଭାବ ପଡିଥାଏ –

– ମିଳିଥିବା ସୂଚନା ଅନୁସାରେ ,  ବ୍ଳାକଟି ରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ  ରେ ଭରପୁର ହୋଇ ରହିଥାଏ, ଯାହାକି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ  l ବିଶେଷ ଭାବରେ ବ୍ରିଟେନ ରେ କରାଯାଇଥିବା ଗବେଷଣା ଅନୁସାରେ କୁହାଯାଇଛି ଯେ ପ୍ରତିଦିନ ୨କପ ବ୍ଳାକଟି  ର ସେବନ କରିବା ଦ୍ୱାରା ଜୀବନ ପ୍ରତି ବିପଦ କମ ସେ କମ ୧୨ ପ୍ରତିଶତ କମ ହୋଇଯାଇଥାଏ l

– ବ୍ଳାକ ଟି ସେବନ କରିବା ଦ୍ୱାରା କାର୍ଡିଓଲୋଜିକାଲ ପ୍ରୋବ୍ଲେମ ଓ ହାର୍ଟ ପ୍ରତି ବିପଦ କମି ଯାଇଥାଏ l ବିଶେଷ ଭାବରେ ଦୁଗ୍ଧ ଯୁକ୍ତ ଚା ସେବନ କରିବା ଦ୍ୱାରା ବ୍ଳାକ ଟି ଶରୀର ପ୍ରତି ଖୁବ ହିତକର l

– ଗବେଷଣା କହୁଛି ଯେ ଅଧିକ ଧୁମ୍ରପାନ କରୁଥିବା ଅଧିକାଂଶ ବ୍ୟକ୍ତି ଅଧିକ ଚା ସେବନ କରି ଥାଆନ୍ତି l ଏପରି ସ୍ଥିତିରେ ସେମାନଙ୍କ ଶରୀର ଉପରେ ଅଧିକ କୁପ୍ରଭାବ ପଡିଥାଏ l ଯଦି ଧୁମ୍ରପାନ ସହିତ ଚା ସେବନ କରି ଥାଆନ୍ତି ତେବେ ଅନେକ ରୋଗର ଉତ୍ପତ୍ତିର କାରଣ ହୋଇଥାଏ l

– ବ୍ଳାକ ଟି ସେବନ କରିବା ଦ୍ୱାରା ଶରୀରରେ ପୋଲିଫିନେଲସ ଓ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ l ଯାହା ଆପଣଙ୍କୁ ଉଚ ରକ୍ତଚାପ ଓ ହାର୍ଟ ସମ୍ବନ୍ଧୀୟ ସମସ୍ୟା ରୁ ଦୁରେଇ ରହି ପାରିବା l ଏହାଛଡା ମଧୁମେହ ମଧ୍ୟ କଣ୍ଟ୍ରୋଲ ହୋଇଥାଏ l

Nalco
Leave A Reply