ଖେଳ ସମ୍ମାନ ରଖିଲେ କୁରନ Oct 23, 2020 0 ସାରଝା, ୨୩ା୧୦ (ଏଜେନ୍ସି) : ଆଇପିଏଲ୍ ୪୧ତମ ମ୍ୟାଚ୍ରେ ଗତ ସଂସ୍କରଣର ଉପବିଜେତା ଚେନ୍ନାଇ ସୁପର କିଙ୍ଗସ୍ର ଅସହାୟତା ପଦାରେ ପଡ଼ିଛି । ବିଦେଶୀ ଖେଳାଳି ସାମ୍ କୁରନଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ… Read More...
ଖେଳ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ Oct 23, 2020 0 ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଆଇପିଏଲ-୧୩ର ପରବର୍ତ୍ତୀ ପର୍ଯ୍ୟାୟକୁ… Read More...
ଖେଳ ହାଇଦ୍ରାବାଦର ଟାର୍ଗେଟ୍ ୧୫୫ Oct 22, 2020 0 ଦ ୁ ବ । ଇ , ୨ ୨ । ୧ ୦ ( ଏ େ ଜ ନ ୍ସି ) : ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିଛି ରାଜସ୍ଥାନ ରୟାଲ୍ସ । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି… Read More...
ଖେଳ ଡିଭିଲିୟର୍ସଙ୍କ ୧୦୦ତମ କ୍ୟାଚ୍ Oct 21, 2020 0 ଆବୁଧାବୀ,୨୧ା୧୦(ଏଜେନ୍ସି): ଚଳିତ ଆଇପିଏଲ୍ର ୩୯ତମ ମ୍ୟାଚରେ ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଆଇପିଏଲ୍ର ୧୦୦ତମ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି । ମହମ୍ମଦ ସିରାଜଙ୍କ ବଲ୍ରେ ୱିକେଟ୍ ପଛରେ ଥିବା… Read More...
ଖେଳ ଆଇପିଏଲ୍ରେ ସିରାଜଙ୍କ ପ୍ରଥମ ଡବଲ ମେଡେନ୍ ଓଭର Oct 21, 2020 0 ଆବୁଧାବୀ,୨୧ା୧୦(ଏଜେନ୍ସି): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ମହମ୍ମଦ ସିରାଜ ବୁଧବାର ଆଇପିଏଲ୍ରେ ନୂଆ ଇତିହାସ ରଚିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ଦୁଇଟି ମେଡ଼େନ୍ ଓଭର ପକାଇବାର କୀର୍ତ୍ତିମାନ… Read More...
ଖେଳ କୋଲକାତା ୮୪/୮, ବାଙ୍ଗାଲୋର ୭୭/୨ Oct 21, 2020 0 ଆବଧୁ ।ବୀ,୨୧ା୧୦(ଏଜେନ)ି୍ସ : ଆଇପିଏଲ୍ ପଏଣ୍ଟ ଟେବୁଲ ଆଇପିଏଲ୍ର ୩୯ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ… Read More...
ଖେଳ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା Oct 21, 2020 0 ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି କିଙ୍ଗସ୍ ଇଲେଭେନ୍ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୬୫… Read More...
ଖେଳ ଦୁବାଇରେ ଧାୱନ ଧମାକା Oct 20, 2020 0 ଦୁବାଇ, ୨୦ା୧୦ (ଏଜେନ୍ସି): ଆଇପିଏଲର ୩୮ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ରେ ଶିଖର ଧାୱନଙ୍କ ଶତକୀୟ ଧମାକା (ଅପରାଜିତ ୧୦୬ ରନ୍) ଯୋଗୁଁ ପ୍ରଥମେ ବ୍ୟାଟିଂ… Read More...
ଖେଳ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପରକିଙ୍ଗସ୍କୁ ୭ ୱି୍କେଟରେ ପରାସ୍ତ କଲା Oct 20, 2020 0 ଆବୁଧାବି : ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ମାତ୍ର ୧୨୬ ରନ୍ର… Read More...
ଖେଳ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଗୋଟଏ ଦିନରେ ଦୁଇଟି ସୁପର ଓଭର : କିଙ୍ଗସ୍ ଇଲେଭେନ ପଞ୍ଜାବ ସୁପର ଓଭରରେ… Oct 19, 2020 0 ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୩୬ତମ ମ୍ୟାଚ୍ରେ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍କୁ ପରାସ୍ତ କଲା କିଙ୍ଗସ୍ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୭୭ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୬… Read More...