Odisha news
Browsing Tag

ipl

ଆଇପିଏଲ ୨୦୨୦ : ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର , ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି…

ଦୁବାଇ : ଦୁବାଇର ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୩ୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି…
Read More...

ଆଇପିଏଲ -୨୦୨୦ : ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍ (ଆଇପିଏଲ୍‌) ୧୩ତମ ସଂସ୍କରଣର ପ୍ରଥମ ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ପଡ଼ିଥିଲା।…
Read More...

ଆଇପିଏଲ 2020 : ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବର ବୋଲିଂ , ଦିଲ୍ଲୀ କ୍ୟାପିଟାଲ୍ସ 13 ଓଭରରେ 86 ରନ ଓ 5 ୱେକେଟ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି କିଙ୍ଗ ଏକ୍ସଆଇ ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେଉଛି । ଏହି ମ୍ୟାଚରେ ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବ ବୋଲିଂ…
Read More...

ଆଜି ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍ : ଦିଲ୍ଲୀ କ୍ୟାପିଟାଲ୍‌ସ-କିଙ୍ଗ୍‌ସ ଏକାଦଶ ପଞ୍ଜାବ

ଦୁବାଇ : ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ନିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ଚାହିଁବେ।…
Read More...

ଆଇପିଏଲ : ମୁମ୍ବଇକୁ ୫ୱିକେଟରେ ହରାଇଲା ଚେନ୍ନଇ

ଆବୁଧାବି : ଶନିବାର ଆରମ୍ଭ ହୋଇଛି ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ। ନୂଆ ସ୍ଥାନ, ଭିନ୍ନ ପରିବେଶ ଏବଂ କରୋନା କଟକଣା ଜନିତ ଜୈବ ବଳୟ ମଧ୍ୟରେ ସ୍ଥାନୀୟ ଶେଖ୍ ଜୟେଦ୍‌ ଷ୍ଟାଡିୟମ୍‌ରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଦୁଇ…
Read More...

ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଲା

ଆବୁଧାବି : ଆଜିଠାରୁ ୟୁଏଇରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲର ୧୩ତମ ସଂସ୍କରଣ । ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ…
Read More...

୬ ଦିନିଆ ଆଇସୋଲେସନ୍‌ ଯନ୍ତ୍ରଣାଦାୟକ ଥିଲା: ଧୋନି

ଆବୁଧାବୀ,୧୯ା୯(ଏଜେନ୍ସି): ଆଇପିଏଲ୍‌ରେ ଅଂଶଗ୍ରହଣ କରିବା ନିମନ୍ତେ ୟୁଏଇ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ପାଇଁ ୬ ଦିନିଆ ଆଇସୋଲେସନ୍‌ ବାଧ୍ୟତାମୂଳକ କରାଯାଇଥିଲା । ୫ ମାସ ଧରି ପରିବାର ସହ ସମୟ ବିତାଇଥିବାରୁ…
Read More...

ଆଇପିଏଲ୍‌ ଚେନ୍ନାଇ ସମ୍ମୁଖରେ ବିଜୟଲକ୍ଷ୍ୟ ୧୬୩

ଆବୁଧାବୀ,୧୯ା୯(ଏଜେନ୍ସି): ବହୁ ପ୍ରତିକ୍ଷୀତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଶନିବାରଠୁ ଆବୁଧାବୀରେ ଆରମ୍ଭ ହୋଇଛି । ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ…
Read More...

ମା’ ହେଲେ ଆଇପିଏଲ୍‌ ଆଙ୍କର ମୟନ୍ତୀ

ନୂଆଦିଲ୍ଲୀ,୧୮ା୯(ଏଜେନ୍ସି): ପ୍ରସିଦ୍ଧ କ୍ରୀଡା ଆଙ୍କର ମୟନ୍ତୀ ଲାଙ୍ଗର ତଥା ଭାରତୀୟ ଅଲ୍‌ରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ପ ନ ି ୀ ପୁ ତ ୍ର ସ ; । ନ ଜ ନ ୍ମ ଦେଇଛନ୍ତି । ବିନ୍ନି ଓ ଲାଙ୍ଗରଙ୍କ ଏହା ପ୍ରଥମ ସନ୍ତାନ,…
Read More...

ଷ୍ଟାଡିୟମ୍‌କୁ ଗଣମାଧ୍ୟମ ମନା କେବଳ ମ୍ୟାଚ୍‌ ପରେ ପ୍ରେସ୍‌ମିଟ୍‌

ଦୁବାଇ,୧୮ା୯(ଏଜେନ୍ସି): କଠୋର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ କାରଣରୁ ଏଥର ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୌଣସି ଗଣମାଧ୍ୟମର ପ୍ରତିନିଧିକୁ ଷ୍ଟାଡିୟମ୍‌ର ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ପୋଷ୍ଟ ମ୍ୟାଚ୍‌…
Read More...