ଅସାଧୁ ଠିକାଦାର ଙ୍କ ଚୋରା ଗହମ ଚାଲାଣ : ୪୨ବସ୍ତା ଗହମ ଜବତ, ଡ଼୍ରାଇଭର ଗିରଫ
ଧାମନଗର (Basudev tripathy): ସରକାରୀ ଅଧିକାରୀମାନେ କରୋନା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଧାମନଗର ବ୍ଲକ ଅଞ୍ଚଳରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଅସାଧୁ ଠିକାଦାର ମାନେ ଚୋରା କାରବାରରେ ବ୍ୟସ୍ତ…
Read More...
Read More...