ନଦୀ ବାଲିଘାଟରେ ଟ୍ରାକ୍ଟର ଜବତ ପରେ ୫୦ ହଜାର ଟଙ୍କା ଜରିମାନା।
ନର୍ଲା :(ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଶ୍ରୀପୁର ଗ୍ରାମ ନିକଟ ସାନ୍ଦୁଲ ନଦୀ ବାଲିଘାଟରୁ ନର୍ଲା ତହସିଲଦାରଙ୍କ ଦ୍ବାରା ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।ଓଡି ୦୮ଜି୦୭୯୩ , (ଓଡି ୦୮ ଏଚ୯୬୬୭…
Read More...
Read More...