ଆସନ୍ତା ୧ତାରିଖ ରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବା ପାଇଁ ଯୋଜନା କରୁଛି ଏ.ଏସ.ଆଇ.।
କୋଣାର୍କ:କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ୨୩ତାରିଖରୁ ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ଆସନ୍ତା ଜୁଲାଇ ପହିଲାରୁ ପର୍ଯ୍ୟଟକ ଙ୍କ ପାଇଁ ଖୋଲିବାକୁ ସ୍ତାନୀୟ ଏଏସଆଇ ଯୋଜନା କରୁଛି। ବିଶେଷ ସୁତ୍ରରୁ ଜଣା ପଡେ କେନ୍ଦ୍ର…
Read More...
Read More...