ମାର୍ଚ୍ଚ ୧୪ ତାରିଖ ଦିନ ସୂର୍ଯ୍ୟଦେବ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ କରିଛନ୍ତି ଗୋଚର, ଏବଂ ବର୍ତମାନ ମାର୍ଚ୍ଚ ୨୯ ତାରିଖରେ ଶନିଦେବ ଙ୍କ ଦୁତି ମୀନ ରାଶିରେ ଶନିଙ୍କ ସହିତ ହେବ l ଏବଂ ୨୯ ମାର୍ଚ୍ଚ ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲାଗିବ, ଏହାର ପରିଣାମ ସ୍ୱରୂପ ୩ଟି ରାଶିଙ୍କ ଜୀବନ ରେ ସକାରାତ୍ମକ ପରିବର୍ତ୍ତନ ହେବ l
– ମେଷ ରାଶି –
ମେଷ ରାଶିରେ ୨୯ ମାର୍ଚ୍ଚ ରେ ଶନି ଦ୍ୱାଦଶ ସ୍ଥାନରେ ଗୋଚର କରିବେ l ଏହାଦ୍ୱାରା ମେଷ ରାଶିରେ ଶନି ଙ୍କ ସାଢ଼େସାତୀ ପ୍ରଭାବ ଆରମ୍ଭ ହେବ l ଏହି ସମୟରେ ମେଷ ରାଶିରେ ଗୁରୁଙ୍କ ସ୍ଥିତି ଠିକ ଥିବା କାରଣରୁ ଶନି ଙ୍କ ସାଢ଼େସାତୀ ପ୍ରଭାବ ସକାରାତ୍ମକ ରହିବ l
– ବୃଷ ରାଶି –
ବୃଷ ରାଶିରେ ଶନି ଏକାଦଶ ସ୍ଥାନରେ ଗୋଚର କରିବେ, ବୃଷ ରାଶିର ଜାତକ ରେ ଆସନ୍ତା ଅଢେଇ ବର୍ଷ ଶନିଦେବ ଶୁଭଫଳ ଦେବେ l ଆୟାର ସ୍ରୋତ ବଢିବ l ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ ଏବଂ ସନ୍ତାନ ମାନଙ୍କର ଚିନ୍ତା ରହିବ l
– କର୍କଟ ରାଶି –
କର୍କଟ ରାଶିରେ ଶନି ଅଷ୍ଟମ ସ୍ଥାନରେ ଗୋଚର କରିବେ, ଅପାର ଧନ ଲାଭର ସଂଯୋଗ ରହିଛି, ଜୀବନ ରେ ଅନେକ ପରିବର୍ତ୍ତନ ଆସିବ l ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଠିକ ଭାବରେ ଚିନ୍ତା କରିବା ଜରୁରୀ l
– ତୁଳା ରାଶି –
ତୁଳା ରାଶିରେ ଶନି ଷଷ୍ଠ ସ୍ଥାନରେ ଗୋଚର କରିବେ, ତେଣୁ ଏହି ରାଶିର ପରାକ୍ରମଃ ବୃଦ୍ଧି ହେବ, ଋଣ ରୁ ମୁକ୍ତି ମିଳିବ, ଶତ୍ରୁ ପକ୍ଷ ପରାସ୍ତ ହେବ, ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିବ l ବିଦେଶ ଯାତ୍ରା ର ବାଟ ଖୋଲିଯିବ l
– ବିଛା ରାଶି –
ବିଛା ରାଶିରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଶନି ଗୋଚର କରିବେ, ପରିବାର, ସନ୍ତାନ ଓ ଚାକିରୀ ପ୍ରଭାବିତ ହେବ l ସମାଜ ରେ ମାନସମ୍ମାନ ବଢିବ, ପରିବାର ସଦସ୍ୟଙ୍କ ପ୍ରତି ସ୍ନେହ ଆଦର ବଢିବ l କାର୍ଯ୍ୟକ୍ଷେତ୍ର ରେ ଆୟରେ ବୃଦ୍ଧି ହେବ, ପୈତୃକ ସମ୍ପତ୍ତିର ଲାଭ ମିଳିବ l ବୀଚ ରାଶିରେ ଶନି ଢେୟା ମାର୍ଚ୍ଚ ୨୯ ରୁ ସମାପ୍ତ ହୋଇଯିବ l
-କୁମ୍ଭ ରାଶି –
କୁମ୍ଭ ରାଶିରେ ଶନି ଦ୍ଵିତୀୟ ସ୍ଥାନରେ ଗୋଚର କରିବେ, ଯାହାକି ଧନ ଓ ଘର ପରିବାର ପାଇଁ ଶୁଭ ଅଟେ l କାର୍ଯ୍ୟକ୍ଷେତ୍ର ରେ ସଫଳତା ମିଳିବ l ପରିଶ୍ରମ ର ଫଳ ନିଶ୍ଚିନ୍ତ ମିଳିବ l ପରିବାର ସଦସ୍ୟଙ୍କ ସହଯୋଗ ପ୍ରତ୍ୟେକ କ୍ଷେତ୍ରରେ ରହିବ l